୨୦୦ କୋଟି ଠକେଇ: ନୋରାଙ୍କୁ ପୁଣି ସମନ
ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ବଢ଼ିଛି ଅଡୁଆ। ୨୦୦ କୋଟି ଟଙ୍କାର ଚର୍ଚ୍ଚିତ ଠକେଇ ଓ ଅର୍ଥ ଆଦାୟ ମାମଲାରେ ସମନ ଜାରି କରିଛି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ। ଆସନ୍ତା ନଭେମ୍ବର ୬ ତାରିଖରେ କୋର୍ଟରେ ହାଜର ହୋଇ ନିଜର ସାକ୍ଷ୍ୟ ରେକର୍ଡ କରିବାକୁ ନୋରାଙ୍କୁ ନିର୍ଦ୍ଦେଶ…
Read More...
Read More...