Browsing Tag

Nomination

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ନେଇ ବିରୋଧୀ ବିଭାଜିତ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଫଳରେ ବିରୋଧୀ ଶିବିର ବିଭାଜନ ସୃଷ୍ଟି ହୋଇଛି। ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ୨୨ଟି ଦଳ ମଧ୍ୟରୁ ୧୮ଟି ଦଳ ଏକାଠି ହୋଇଥିଲେ। ହେଲେ ଶ୍ରୀମତୀ ମୁର୍ମୁଙ୍କୁ ପ୍ରାର୍ଥୀ…
Read More...

ଆମେଥିରୁ ନାମାଙ୍କନ ଦାଖଲ କଲେ ରାହୁଲ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆମେଥି ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୁଧବାର ରାହୁଲଙ୍କ ନାମାଙ୍କନ ସମୟରେ ତାଙ୍କ ମା ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଭିଣୋଇ ରବର୍ଟ ଭଦ୍ରାଙ୍କ ଉପସ୍ଥିତ ଥିଲେ । ରାହୁଲ…
Read More...

ବିଭିନ୍ନ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ଚଳିତ ନିର୍ବାଚନକୁ ନେଇ ଏବେ ଓଡିଶା ରାଜନୀତି ସରଗରମ । ଓଡିଶାର ବିଭିନ୍ନ ରାଜନୈତିକ ଦଳମାନେ ଏହି ମହାସମର ପାଇଁ ଅଣ୍ଟା ଭିଡିଲେଣି । ଆଜି ଭୁବନେଶ୍ୱରର ଉତ୍ତର ଓ ମଧ୍ୟମରୁ ବିଜେଡି, କଂଗ୍ରେସ ଓ ସ୍ୱାଧୀନର ଅନେକ ପାର୍ଥୀ ଏଡିଏମ୍ଙ୍କ ଅଫିସରେ ନାମଙ୍କନ ପତ୍ର…
Read More...

ବିଭିନ୍ନ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ଆଜି ଭୁବନେଶ୍ୱର ଉତ୍ତର ଓ ମଧ୍ୟର ବହୁ ଦଳରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସବୁ ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କ ଗହଣରେ ନିଜ ନିଜର ଶକ୍ତି ପ୍ରଦର୍ଶନ ସହ ଏଡିଏମଙ୍କ ଦଫ୍ତରକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉତ୍ତର ଭୁବନେଶ୍ୱର…
Read More...

କଟକ: ଏକାଧିକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

(ହେମନ୍ତ କୁମାର ରାଉତ) ଚୌଦ୍ୱାର: କଟକ ଜିଲ୍ଲା ଆଠଗଡ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ବିଭିନ୍ନ ଦଳର ହେଭିୱେଟ ନେତାମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨୦୧୯ ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ…
Read More...

ମଧ୍ୟମ ଭୁବନେଶ୍ୱର: ୩ ଦଳ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

(ସରୋଜ ରାଉତ) ଭୁବନେଶ୍ୱର: ଆଜି ମଧ୍ୟମ ଭୁବନେଶ୍ୱର ବିଧାନସଭା ଆସନ ପାଇଁ ତିନୋଟି ଦଳ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସିପିଆଇ (ଏମଏଲ)ର ପ୍ରାର୍ଥୀ ମହେନ୍ଦ୍ର ପରିଡା ଓ ଆମ ଆଦମୀ ପାର୍ଟି ତରଫରୁ ସୁବାଶିଷ…
Read More...

ରମାଦେବୀ ବିଶ୍ୱ ବିଦ୍ୟାଳୟରେ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

(ଆଦର୍ଶ ରାଉତ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ସରଗରମ ହୋଇଛି। ଆଜି ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ୪ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ନିର୍ବାଚନ ହେବାକୁ ଥିବା କ୍ୟାମ୍ପସରେ ୧୦ ତାରିଖରେ ‘ମୁଁ…
Read More...