Browsing Tag

Nitish Kumar

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନୀତିଶ କୁମାର, ଛାଡିଲେ ବିହାର ମୁଖ୍ୟମନ୍ତ୍ରୀ ପଦ

ବିହାର: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ନବୀନ, ନିତ୍ୟାନନ୍ଦ ରାଏ, ସମ୍ରାଟ୍ ଚୌଧୁରୀ, ଏବଂ ବିଜୟ କୁମାର ସିନ୍ହା ସହିତ…
Read More...

ବିହାର ରାଜନୀତିରେ ହଳଚଳ: ନୀତୀଶ କୁମାର ରାଜ୍ୟସଭାକୁ ଯିବେ କି?

ବିହାର: ବିହାର ରାଜନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ Nitish Kumar ଆସନ୍ତା କାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିପାରନ୍ତି। ଯଦିଓ ଏପର୍ଯ୍ୟନ୍ତ Janata Dal (United) (ଜେଡିୟୁ) ପକ୍ଷରୁ ଏନେଇ କୌଣସି ଔପଚାରିକ ଘୋଷଣା…
Read More...

ବିହାରରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

ବିହାର: ବିହାରରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ । ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଗୁରୁତ୍ବପୂର୍ଣ୍ଣ ଗୃହ ବିଭାଗ ଦାୟିତ୍ବ । ପ୍ରଥମ ଥର ବିହାରରେ ବିଜେପିକୁ ମିଳିଲା ଗୃହ ବିଭାଗ । ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ ମିଳିଲା ରାଜସ୍ବ ବିଭାଗ । ରାମକୃପାଳ ଯାଦବଙ୍କୁ କୃଷି,…
Read More...

ବିଧାୟକ ଦଳ ବୈଠକରେ ବାଜିଲା ମୋହର, ସରକାର ଗଢ଼ିବେ ନୀତିଶ୍ କୁମାର, କାଲି ନେବେ ଶପଥ

Bihar: ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ହେବେ ନୀତିଶ୍ କୁମାର । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ସେ ଇସ୍ତଫା ଦେବା ସହ ଏନଡିଏ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଥିଲେ ଏବଂ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି…
Read More...

ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର

Bihar CM: ଆସନ୍ତା ୨୦ ତାରିଖ ଗୁରୁବାର ବିହାରରେ ନୂଆ ସରକାର । ଗୁରୁବାର ୧୧ଟାରୁ ୧୨ଟା ମଧ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ନୀତୀଶ କୁମାର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଉତ୍ସବରେ ଭାଗ ନେବେ । ମିଳିଥିବା ସୂଚନା ଅନୁଯାୟୀ,…
Read More...

ବିହାରର ମୋତିହାରୀ ଜିଲ୍ଲାକୁ ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ-: ଆଗକୁ ହେବ ବିହାର ବିଧାନସଭା ନିର୍ବାଚନ । ସେଥିପାଇଁ ବିଭିନ୍ନ ଦଳର ନେତାମାନେ ବିହାର ଯାଇ ନିର୍ବାଚନ ପ୍ରଚାର କରିବା ଆରମ୍ଭ କରିଦେଲେଣି । ତେବେ ଶୁକ୍ରବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ମୋତିହାରୀ ଜିଲ୍ଲା ଗସ୍ତ କରି ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି…
Read More...

ବିହାର ସରକାର ଏବଂ ବିହାର ପବ୍ଲିକ୍ ସର୍ଭିସ୍ କମିଶନ ବିରୋଧରେ ବିଦ୍ରୋହ ପ୍ରଦର୍ଶନ

ନୂଆଦିଲ୍ଲୀ-: ମଙ୍ଗଳବାର ଦିନ ବିହାରର ପାଟନାରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ର ସପ୍ଲିମେଣ୍ଟାରୀ ଫଳାଫଳ ପ୍ରକାଶନ ପାଇଁ ପ୍ରତିବାଦ କରୁଥିବା ପ୍ରାର୍ଥୀମାନଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି କାରଣ ଏକ ଉଚ୍ଚ ସୁରକ୍ଷା କ୍ଷେତ୍ର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରୀ ବାସଭବନ…
Read More...

ପାଟନାରେ ବିରୋଧୀଙ୍କ ମେଗା ସୋ’

ପାଟନା: ପାଟନାରେ ହେବାକୁ ଯାଉଛି ବିରୋଧୀଙ୍କ ମହାମେଳି । ଆସନ୍ତା ଲୋକସଭା ନିର୍ବାଚନରେ ଏକତ୍ର ଲଢ଼େଇ କରିବାର ଲକ୍ଷ୍ୟ ନେଇ ଏକାଠି ହେବାକୁ ଯାଉଛନ୍ତି ବିରୋଧୀ । ଆସନ୍ତା ୨୩ରେ ପାଟନାରେ ହେବାକୁ ଥିବା ଏହି ମହାମେଳିରେ ସାମିଲ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି…
Read More...

ଓଡ଼ିଶା ଆସିପାରନ୍ତି ନୀତିଶ କୁମାର

ଭୁବନେଶ୍ୱର:ଆସନ୍ତା ୫ ତାରିଖ ଓଡ଼ିଶା ଆସିପାରନ୍ତି ନୀତିଶ କୁମାର ।ଏହି ସମୟରେ ନୀତିଶ କୁମାର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କର ନଜର ରହିବ । କାରଣ ବିହାର ମଖ୍ୟମନ୍ତ୍ରୀ ନୀତାଶ କୁମାର ତୃତୀୟ…
Read More...

ମିଶନ ୨୦୨୪ ଲାଗି ପୋଷ୍ଟର ଜାରି କଲା ଜେଡିୟୁ

ପାଟନା: ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବା ପରେ ରାଜ୍ୟ ରାଜନୀତି ସମେତ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ନୀତିଶ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ…
Read More...