ସଡକ ସୁରକ୍ଷା ବୈଠକରେ ନୀତିନ ଗଡକରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ…
କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ମିଶି ସଡ଼କ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଡ଼କ ଦୁର୍ଘଟଣା ଏବଂ ଅସୁରକ୍ଷିତ ଗାଡି ଚାଳନା ବିଶ୍ୱ ସ୍ତରରେ ଲକ୍ଷ ଲକ୍ଷ ଜୀବନକୁ ବିପଦରେ ପକାଉଛି।…
Read More...
Read More...