ସମ୍ବଲପୁର-କଟକ NH-55ର ମରାମତି ପାଇଁ ନୀତିନ ଗଡକରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ରାଜପଥ NH-55ର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି । ସେ ଏହାର ଶୋଚନୀୟ ଅବସ୍ଥା ଏବଂ ଯାତ୍ରୀ ତଥା ମାଲ ପରିବହନକାରୀଙ୍କ…
Read More...
Read More...