ନୀଳମାଧବ ପୀଠର ବିକାଶ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି
ନୟାଗଡ଼: ଚମକିବ ନୀଳମାଧବ ପୀଠ । କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ଆଜି ମିଳିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ । ପୀଠର ବିକାଶ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା ଏବଂ ୧୮ ମାସ ମଧ୍ୟରେ ଶେଷ ହେବ କାମ। ସମ୍ୱନ୍ୱିତ ଐତିହ୍ୟ ଓ…
Read More...
Read More...