Browsing Tag

niali

ନିଆଳୀ ମାଧବାନନ୍ଦ ଜୀଉଙ୍କ ପୀଠରେ ମାଧବା ଅନ୍ନ ପ୍ରସାଦର ଶୁଭାରମ୍ଭ

ଜଗନ୍ନାଥଙ୍କ ମାମୁଁଘର ନିଆଳୀ ମାଧବାନନ୍ଦ ଜୀଉଙ୍କ ପୀଠରେ ପ୍ରଥମ କରି ଶୁଭାରମ୍ଭ ହେଲା ମାଧବା ଅନ୍ନ ପ୍ରସାଦ । ନିଆଳି ପ୍ରାଚୀ ନଦୀ ଅବବାହିକାରେ ଅବସ୍ଥିତ ଥିବା ଏହି ମାଧବାନନ୍ଦ ଜୀଉ ମନ୍ଦିର ଜଗନ୍ନାଥଙ୍କ ମାମୁଁ ଘର ହୋଇଥିବାରୁ ପ୍ରତିଦିନ ଏଠାକୁ ବିଭିନ୍ନ ସ୍ଥାନରୁ ସହ ସହ ଭକ୍ତଙ୍କ ସୁଅ…
Read More...

ନିଆଳୀ ବିଜେଡ଼ିର ବୁଥ୍ ସ୍ତରୀୟ ଏଜେଣ୍ଟ ପ୍ରଶିକ୍ଷଣ ଶିବିର ଏବଂ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ନିଆଳୀ ବିଜେଡ଼ି ପକ୍ଷରୁ ବୁଥ୍ ସ୍ତରୀୟ ଏଜେଣ୍ଟ ପ୍ରଶିକ୍ଷଣ ଶିବିର ଏବଂ ସାଙ୍ଗଠନିକ ବୈଠକ ନୂଆଗାଁ ପ୍ରାଚୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଆଳୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡଃ ପ୍ରମୋଦ ମଲ୍ଲିକ ଯୋଗଦେବା ସହିତ ବୁଥ୍ ସ୍ତରରେ ଦଳ କିପରି ମଜବୁତ ହେବ…
Read More...

ଆରମ୍ଭ ହେଲା ଐତିହାସିକ ଦିପୋଟି ମେଳଣ

ଆରମ୍ଭ ହେଲା ଐତିହାସିକ ଦିପୋଟି ମେଳଣ ନିଆଳୀ ଦ୍ବୀପାଞ୍ଚଳରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ । ଏହି ମେଳଣଟି ବ୍ରିଟିଶ ଶାସନ ସମୟରୁ ଅନୁଷ୍ଠିତ ହୋଇଆସୁଥିବା ରୁ ଏହାକୁ ଦେଖିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ଧାଇଁ ଆସନ୍ତି । ପରମ୍ପରା ଅନୁଯାୟୀ ଗତକାଲି ରାତିରେ…
Read More...

ଉଦଘାଟିତ ହେଲା ନିଆଳୀ ମହୋତ୍ସବ ୨୦୨୬

ଉଦଘାଟିତ ହେଲା ନିଆଳୀ ମହୋତ୍ସବ ୨୦୨୬ ପ୍ରଥମେ ନିଆଳୀର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶୋଭନେଶ୍ବର ଙ୍କ ଆଜ୍ଞାମାଳ ଅଣାଯାଇ ନିଆଳୀ ମାଘ ସପ୍ତମୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ ମଞ୍ଚରେ ସ୍ଥାପନ କରାଯିବା ପରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆରମ୍ଭ…
Read More...

ନିଆଳୀ କସର୍ଦାରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ନିଆଳୀ କସର୍ଦ୍ଦା ଦୋପଟି ମେଳନ ପଡ଼ିଆରେ ଆରମ୍ଭ ହେଇଛି ଶ୍ରୀ ଜଗନ୍ନାଥ ମହୋତ୍ସବ। ଏହି ଅବସରରେ ଅଞ୍ଚଳରେ ୧୧୦୦ ମହିଳା କଳସ ବୁଡାଇ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରାରେ ଦୀପଞ୍ଚଳ ତଥା ନିଆଳୀ ନିର୍ବାଚନ ମଣ୍ଡଳୀର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ସାଧାରଣ ଜନତା ବହୁ…
Read More...