ବମ୍ ବମ୍ ଭୋଲେ କହି ଆଗକୁ ବଢିଲେ ଅମରନାଥ ତୀର୍ଥଯାତ୍ରୀ
ନୂଆଦିଲ୍ଲୀ: ଆଜିଠୁ ପବିତ୍ର ଅମରନାଥ ଯାତ୍ରା।କୋଭିଡ଼ କଟକଣା ଯୋଗୁଁ ୨ ବର୍ଷ ପରେ ଆରମ୍ଭ ହେଲା ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚରେ ଗଲେ ୪ହଜାର ୮୯୦ ତୀର୍ଥଯାତ୍ରୀ । ‘ବମ୍ ବମ୍ ଭୋଲେ’ ଏବଂ ‘ଜୟ ବରଫାନି ବାବା କି’ ସ୍ଲୋଗାନ ଦେଇ ତୀର୍ଥଯାତ୍ରୀମାନେ କଡା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର…
Read More...
Read More...