Browsing Tag

Newdelhi

ଆଜି ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ: ଆଜି ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ୧୯ ଜିଲ୍ଲାରେ ୮୯ ଆସନରେ ୭୮୮ ଜଣ ପ୍ରତିଦ୍ବନ୍ଦୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ବିଜେପି ଶାସିତ ଏହି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର…
Read More...

ପ୍ରଧାନମନ୍ତ୍ରୀ ବଣ୍ଟନ କଲେ ୭୧ ହଜାର ନିଯୁକ୍ତି ପତ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗର ମେଲା ଅଧୀନରେ ନୂତନ ଭାବେ ନିଯୁକ୍ତ ନିଯୁକ୍ତିଦାତାଙ୍କୁ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ ବଣ୍ଟନ କଲେ । ଏହି ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ନିଯୁକ୍ତ ଲୋକଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।"ରୋଜଗାର ସୃଷ୍ଟି…
Read More...

ବିମାନବନ୍ଦରରେ କୁଆଁ କୁଆଁ ଡାକ

ନୂଆଦିଲ୍ଲୀ : ବିମାନ ଉଡାଣ ପାଇଁ ସରିଥିଲା ଘୋଷଣା । ଆଉ କିଛି ସମୟର ଅବଧି ପରେ ନିଜ ଠିକଣାକୁ ଯାଇଥାନ୍ତେ ମହିଳା । ହେଲେ ସେଇ ସମୟରେ ଆରମ୍ଭ ହୋଇଥିଲା ଗର୍ଭ ଯନ୍ତ୍ରଣା । ଆଉ ତା ପରେ କୋଳରେ ଶୁଭିଲା କୁଆଁ କୁଆଁ ଡାକ । ଏଭଳି ଖବର ସାମ୍ନାକୁ ଆସିଛି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ…
Read More...

ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ ସୁପ୍ରିମକୋର୍ଟଙ୍କ କଡା ରାୟ

ନୂଆଦିଲ୍ଲୀ : ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ ସୁପ୍ରିମ କୋର୍ଟ କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ସ୍ୱାଧିନ ଭାବେ ଧର୍ମଗ୍ରହଣ ଓ ଧର୍ମବିଶ୍ୱାସ କରିବା , ଦେଶର ନିରାପତାକୁ ପ୍ରଭାବିତ କରିପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦେଶରେ ପ୍ରଲୋଭିତ ବା ଭୟଦେଖାଇ ଷଳାକମାନଙ୍କୁ…
Read More...

ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତିନିଦିନିଆ ୧୭ତମ ଜି-୨୦ ସମ୍ମିଳନୀ ଆଜିଠୁ ଇଣ୍ଡୋନେସିଆର ବାଲି ଦ୍ବୀପରେ ଅନୁଷ୍ଠିତ ହେବ । ଏନେଇ ଇଣ୍ଡୋନେସିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାବର୍ଷ ଜି-୨୦ ସମ୍ମିଳନୀ ଭାରତରେ ଆୟୋଜିତ ହେବ । ଏଥିରେ ଅଧ୍ୟକ୍ଷତା କରିବ ଭାରତ । ଏବେ ଏହାର…
Read More...

ଶନିବାର ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ । ଏବଂ ୧୨ ତାରିଖରେ ଆନ୍ଧପ୍ରଦେଶ ଓ ତେଲେଙ୍ଗାନା ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଖବର ଅନୁଯାୟୀ ୧୧ ତାରିଖ ସକାଳ ୯.୪୫ ରେ…
Read More...

ମହିଳା ପୋଲିସଙ୍କ ଘରୁ ମିଳିଳା ଡ୍ରଗ୍ସ, ଗଞ୍ଜେଇ ସମେତ ଅନେକ ନିଶାଦ୍ରବ୍ୟ

ନୂଆଦିଲ୍ଲୀ: ନିଜ ରୂପକୁ ନେଇ ଚର୍ଚ୍ଚାରେ ଥିବା ମହିଳା ପୋଲିସଙ୍କ ଘରୁ ମିଳିଳା ଡ୍ରଗ୍ସ, ଗଞ୍ଜେଇ ସମେତ ଅନେକ ନିଶାଦ୍ରବ୍ୟ । ଏହି ଘଟଣା ସାମ୍ନାକୁ ଆସିବା ପରେ ନିଜର ସୌନ୍ଦର‌୍ୟ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଏହି ଘଟଣା…
Read More...

ଜାରିରହିବ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟରେ ବଡ଼ ବିଜୟ ଉଚ୍ଚ ଜାତିର ଆର୍ଥିକ ଅନଗ୍ରସରଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ । ଏହି ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ସରକାରୀ ପକ୍ଷର ଯୁକ୍ତିକୁ କାଏମ ରଖିଛନ୍ତି । ଅର୍ଥାତ ଶିକ୍ଷା ଓ…
Read More...

୪ଟି ଆସନକୁ ଅକ୍ତିଆର କରିଛି ବିଜେପି

ନୂଆଦିଲ୍ଲୀ : ସରିଛି ଉପନିର୍ବାଚର ଭୋଟ ଗଣତି । ଆଉ ଗାଦିରେ ବଶି ସାରିଛନ୍ତି ଦଳ । ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ । ଉପନିର୍ବାଚନରେ ୪ଟି ଆସନର ଗାଦିକୁ ଅକ୍ତିଆର କରିଛି ବିଜେପି । ସେହି ଆସନ ଗୁଡିକ ହୋଉଛି ହରିଆଣାର ଆଦମପୁର,…
Read More...

ଭାରତୀୟ ସ୍ୱଦେଶୀ ୫ଜି ସେବା ଅନ୍ୟ ଦେଶକୁ ଯୋଗାଇ ଦିଆଯିବ

ନୂଆଦିଲ୍ଲୀ: ଅକ୍ଟୋବର ୧୩ତାରିଖରେ ୫ଜି ସେବା ଭାରତରେ ଭିତ୍ତିଭୂମି ଆରମ୍ଭ ହୋଇସାରିଛି । ତେବେ ଏହି ସେବା ଅନ୍ୟ ଦେଶରେ ବାଣ୍ଟିବାକୁ ପ୍ରସ୍ତୁତ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଭାରତ ୫ଜି ସେବା କଥା କହିଲେ ସୀତାରମଣ ଏସଏଆଇଏସ ସ୍କୁଲର ଛାତ୍ରମାନଙ୍କ ସହ…
Read More...