Browsing Tag

Newdelhi

ସ୍ପାଇସଜେଟ ବିମାନରେ ମହିଳା କ୍ୟାବିନ କ୍ରିଉ ମେମ୍ବରଙ୍କୁଦୁର୍ବ୍ୟବହାର କରିବା ଘଟଣାରେ ବ୍ୟକ୍ତିଙ୍କୁ ଗିରଫ କରିଛି…

ହାଇଦ୍ରାବାଦ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ । ଗିରଫ ହୋଇଥିବା ଯାତ୍ରୀ ଜଣକ ହେଉଛନ୍ତି ଅବସର ଆଲାମ। ଦିଲ୍ଲୀ ପୋଲିସ ନିକଟରେ ସ୍ପାଇସଜେଟର ସୁରକ୍ଷା ଅଧିକାରୀ ସୁଶାନ୍ତ ଶ୍ରୀବାସ୍ତବ ଏହା ବିଷୟରେ ଅଭିଯୋଗ କରିଥିଲେ । ସମସ୍ତଙ୍କ ସାମ୍ନାରେ…
Read More...

ଆଜି ଦେଶରେ ୨୦୦୦ ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆଜି ଦେଶରେ କୋଭିଟ ସଂକ୍ରମଣ ସଂଖ୍ୟା ୧୦୦ରୁ ଅଧିକ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ୨୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…
Read More...

ଟ୍ୟାକ୍ସ ଭରିନଥିବା ଯୋଗୁଁ ତାଙ୍କୁ କୋର୍ଟ ପକ୍ଷରୁ ନୋଟିସ ଜାରି

ନୂଆଦିଲ୍ଲୀ : ବଲିଉଡ ସୁନ୍ଦରୀ ଅଭିନେତ୍ରୀ ଐଶର୍ୟ୍ୟା ରାୟ ବଚ୍ଚନଙ୍କ ଘରେ ପହଞ୍ଚିଲା ତହସିଲଦାରଙ୍କ ନୋଟିସ୍ । ଟ୍ୟାକ୍ସ ଦାଖଲ କରିନଥିବାରୁ ଏବେ ଐଶର୍ୟ୍ୟାଙ୍କୁ ନୋଟିସ୍ କରାଯାଇଛି । ଐଶର୍ୟ୍ୟା ରାୟ ବଚ୍ଚନଙ୍କ ନାମରେ ଥିବା ଜମିର ଟ୍ୟାକ୍ସ ଜମା କରିନାହାଁନ୍ତି । ଯେଉଁଥିପାଇଁ ତଙ୍କୁ ଏବେ…
Read More...

ପୁଅ ପାଇଁ ମାନସିକ କରି ଯାଇଥିଲେ ନେପାଳ ଚାଲିଗଲା ବାପାର ଜୀବନ

ନୂଆଦିଲ୍ଲୀ : ସ୍ୱପ୍ନରେ ରହିଗଲା ମାନସିକ ପୂରଣ | ପୁଅ ହେବ ଖୁସିରେ ନେପାଳର ପଶୁପତିନାଥ ମନ୍ଦିରକୁ ଯାଇଥିଲେ ମାନସିକ ପୂରଣ ହେବ ଖୁସିରେ ଆଉ ସେଇ ସେ ଫେରିଲେ ନାହିଁ ତାଙ୍କ ପରିବାର ପାଖକୁ | ରବିବାର ଦିନ ନେପାଳରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚ ଜଣ ଭାରତୀୟଙ୍କ ମଧ୍ୟରେ ଥିବା…
Read More...

ଅଢେଇ ହାଜର ତଳେ ସକ୍ରିୟ ଆକ୍ରାନ୍ତ

ନୂଆଦିଲ୍ଲୀ : ସୁଧାର ଆସୁଛି କୋଭିଡ ସ୍ଥିତି । ଆଜି ଦୈନିକ ସଂକ୍ରମଣ ୧୮୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨.୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର…
Read More...

ବିପଦ ଯୋଶିମଠ: ଭୁଷ୍କଳନ ପାଇଁ ବଢୁଛି ଭୟ

ନୂଆଦିଲ୍ଲୀ: ଦିନକୁ ଦିନ ବଢି ଚାଲିଛି ଯୋଶୀମଠର ବିପଦ । ଜମି ଧସିବା ଯୋଗୁଁ ଘର ଓ ରାସ୍ତାଘାଟ ଫାଟି ଆଁ କରି ସାରିଲାଣି । ଅନେକ ଘର ଭୁଶୁଡିଗଲାଣି। ଏଭଳି ସ୍ଥିତି ଏହି ସ୍ଥାନର ବିପଦ ଆହୁରି ବଢ଼ିବାରେ ଲାଗିଛି। ପ୍ରବଳ ଥଣ୍ଡା ଭିତରେ ଏଠାରେ ବର୍ଷା ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର…
Read More...

ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଝଟକା

ନୂଆଦିଲ୍ଲୀ : ବିଳମ୍ବିତ ରାତିରେ ବଡ଼ଧରଣର ଭୂକମ୍ପ ଝଟକା ଇଣ୍ଡୋନେସିଆରେ ଅନୁଭୂତ ହୋଇଛି | ତେବେ ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୩୪୨କିଲୋମିଟର ଗଭୀରତାରେ ରହିଛି । ୟୁରୋପୀୟ ସିସମୋଲୋଜି ସେଣ୍ଟର…
Read More...

ଯୁବତୀଙ୍କୁ ୧୨ କିଲୋମିଟର ଘୋଷାଡି ନେବା ଘଟଣା: ତୁରନ୍ତ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହମନ୍ତ୍ରୀ

ନୁଆଦିଲ୍ଲୀ : ଭାରତର ରାଜଧାନୀରେ ଯୁବତୀଙ୍କୁ ୧୨ କିଲୋମିଟର କାର୍ ଘୋଷାଡି ନେବା ଘଟଣାକୁ ନେଇ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ମାମଲାରେ ଖୋଦ ହସ୍ତଖେପ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଘଟଣାରେ ତୁରନ୍ତ ରିପୋର୍ଟ ଦେବା ପାଇଁ ଦିଲ୍ଲୀ ରାଜଧାନୀ ପୋଲିସକୁ ନିଦ୍ଦେଶ…
Read More...

ଆଜି ଭାରତ – ଶ୍ରୀଲଙ୍କା ପ୍ରଥମ ଟି-୨୦, ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ : ନୂଆ ବର୍ଷରେ ନୂଆ ଖାତା ଖୋଲିବ ଭାରତ | ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବ ପ୍ରଥମ ଟି -୨୦ ମ୍ୟାଚ | ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ବାଦ ଦେଇଛି ଦଳ | ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ରାତି ୭ଟାରେ ଖେଳାଯିବ ମ୍ୟାଚ୍ ।ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ…
Read More...

ଜାତିଆଣ ଆକ୍ଷେପ ମାମଲାକୁ ନେଇ କୋର୍ଟ ଜାରି କଲେ ସମନ, ଦିଲ୍ଲୀ ଯିବେ ବର୍ଷା

ଭୁବନେଶ୍ୱର : ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆସିଲା ସମନ । ଯାହାର ଖବର ସୋସିଆଲ ମିଡିଆରେ ପ୍ରକାସ ପାଉଛି । ଆସନ୍ତା ନବ ବର୍ଷ ଜାନୁଆରି ୪ରେ ହାଜର ହେବାକୁ ଦିଲ୍ଲୀ ପଟିଆଲା କୋର୍ଟରେ ନିର୍ଦ୍ଦେଶ ଦିଆଯାଇଛି । ନର୍ଥ ଆଭେନ୍ୟୁ ଥାନାରେ ହୋଇଥିବା ଜାତିଆଣ…
Read More...