ଭାରତୀୟ ପ୍ରାଣୀବିଜ୍ଞାନ କେନ୍ଦ୍ର ପକ୍ଷରୁ ନୂତନ ପ୍ରଜାତିର ମାଛ ଚିହ୍ନଟ
ବ୍ୟୁରୋ : ଚିହ୍ନଟ ହୋଇଛି ଏକ ନୂତନ ପ୍ରଜାତିର ମାଛ । ଭାରତୀୟ ପ୍ରାଣୀବିଜ୍ଞାନ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଏହି ମାଛ ଚିହ୍ନଟ କରାଯାଇଛି। ଏହି ମାଛଟି ଟେରିଗୋଟ୍ରିଗାଲ୍ ପ୍ରଜାତିର । ସାମୁଦ୍ରିକ ମାଛଟି କମଳା ରଙ୍ଗର ହୋଇଥିବା ବେଳେ ମଝିରେ କଳା ଛିଟା ରହିଛି । ଏଥିରେ ୨ଟି କଣ୍ଟା…
Read More...
Read More...