Browsing Tag

New Guidelines

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ମାତୃଭାଷାରେ ପାଠପଢ଼ା ସମ୍ପର୍କରେ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି…

ନୂଆଦିଲ୍ଲୀ-: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ମାତୃଭାଷାରେ ପାଠପଢ଼ା ସମ୍ପର୍କରେ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ପ୍ରାକ୍-ପ୍ରାଥମିକ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସେମାନଙ୍କ ମାତୃଭାଷାରେ ପଢ଼ିବା ଉଚିତ। କାରଣ…
Read More...

ତଦନ୍ତକାରୀ ସଂସ୍ଥା ଦ୍ବାରା ଜବତ ହେଉଥିବା ଟଙ୍କା ଥାନାରେ ନ ରହି ରିଲିଜ ହେବ

କଟକ-: ତଦନ୍ତକାରୀ ସଂସ୍ଥା ଦ୍ୱାରା ଚଢ଼ଉ କରି ଜବତ କରାଯାଉଥିବା ବିଭିନ୍ନ ସାମଗ୍ରୀ, ବର୍ଷ ବର୍ଷ ଧରି ବିଚାର ବିଭାଗୀୟ ହେପାଜାତରେ ପଡି ରହିବା ଲାଭ ଦାୟକ ନୁହେଁ । ଜବତ ସାମଗ୍ରୀଗୁଡିକୁ ଉପଯୁକ୍ତ ପ୍ରକ୍ରିୟାରେ ରିଲିଜ କରିବା ଉପରେ ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି…
Read More...