କ୍ୱିନ ଗାଙ୍ଗଙ୍କ ସ୍ଥାନରେ ୱାଙ୍ଗ୍ ୟିଙ୍କୁ ଦେଶର ନୂଆ ବୈଦେଶିକ ମନ୍ତ୍ରୀ ରୂପେ ନିଯୁକ୍ତି
ବ୍ୟୁରୋ: ଏବେ ଚୀନର ନୂଆ ବୈଦେଶିକ ମନ୍ତ୍ରୀ ହେଲେ ୱାଙ୍ଗ ୟି । ଚିନର ବୈଦେଶିକ ମନ୍ତ୍ରୀ କ୍ୱିନ ଗାଙ୍ଗଙ୍କ ସ୍ଥାନରେ ୱାଙ୍ଗ୍ ୟିଙ୍କୁ ଦେଶର ନୂଆ ବୈଦେଶିକ ମନ୍ତ୍ରୀ ରୂପେ ନିଯୁକ୍ତି କରାଯାଇଛି ।
ସୂଚନା ଅନୁଯାୟୀ , ପୂର୍ବତନ ବୈଦେଶିକ ମନ୍ତ୍ରୀ ଗାଙ୍ଗ ଦୀର୍ଘ ଏକ ମାସ ହେବ ସର୍ବ ସାଧାରଣରେ…
Read More...
Read More...