Browsing Tag

New Delhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଲିଜନ୍ ଅଫ୍ ଅନର୍’ରେ ବିଭୂଷିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି । ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଲିଜନ୍ ଅଫ୍ ଅନର୍’ରେ ବିଭୂଷିତ କରାଯାଇଛି। ‘ଏଲିଜି…
Read More...

ଯମୁନା ନଦୀର ଜଳ ସ୍ତର ବଢି ଭିଆଇପି ଅଞ୍ଚଳରେ ପଶିଲା ପାଣି

ବଢୁଛି ଯମୁନା ନଦୀର ଜଳସ୍ତର । ଫଳରେ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ । ଅନେକ ଭିଆଇପି ଅଞ୍ଚଳରେ ମଧ୍ୟ ପଶିଛି ପାଣି । ପାଣିରେ ବୁଡି ଯାଇଛି ରାସ୍ତାଘାଟ । ଟ୍ରେନ ଲାଇନରେ ମଧ୍ୟ ପଣି ପଶିଯାଇଛି ଫଳରେ ମେଟ୍ରୋ ଟ୍ରେନ ବାତିଲ କରାଯାଇଛି । ଯମୁନା ନଦୀର ଜଳସ୍ତର ବଢିବା ଯୋଗୁଁ ରିଙ୍ଗ ରୋଡ…
Read More...

୨୫ ପ୍ରତିଶତ ଶସ୍ତା ହେବ ଟ୍ରେନ୍ ଏସି ଟିକଟ 

ଅନେକ ଟ୍ରେନ ୫୦ ପ୍ରତିଶତରୁ ଅଧିକ ସିଟ୍ ଖାଲି ପଡିବା କାରଣରୁ ସରକାର ଏକ ରିହାତି ଭଡା ସ୍କିମ୍ ଘୋଷଣା କରିଛନ୍ତି । ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନ୍ ଏସି ଚେୟାର କାର, ଏକ୍ଜିକ୍ୟୁଟିଭ୍ ଶ୍ରେଣୀର ଟିକଟ ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଦର ହ୍ରାସ ହେବ । ଏସି ସିଟ୍ ବ୍ୟବସ୍ଥା ଥିବା ଟ୍ରେନ୍…
Read More...

ବଢିଲା ଗ୍ୟାସ ଦର, ସିଲିଣ୍ଡର ପିଛା ୭ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୋସେଇ ଘରେ ମହଙ୍ଗା ମାଡ । ପରିବା ପରେ ବଢିଲା ଗ୍ୟାସ ଦର । ଏହା ଘରୋଇ ଗ୍ୟାସ ନୁହେଁ ବଢିଛି କମର୍ସିଆଲ ଗ୍ୟାସ ଦର । ସିଲିଣ୍ଡର ପିଛା ୭ଟଙ୍କା ବୃଦ୍ଧି ହୋଇଥିବା କୁହାଯାଉଛି । ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ ୧,୭୭୩ଟଙ୍କା ଥିବା ବେଳେ ଏବେ ୧୭୮୦ ଟଙ୍କାକୁ ବୃଦ୍ଧି…
Read More...

ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ: ଜୁଲାଇ ୧୩ରେ ଚନ୍ଦ୍ରକୁ ଯିବ ଚନ୍ଦ୍ରାୟାନ-୩ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବବୋଲି ଆଶା ପ୍ରକାଶ କରିଛନ୍ତି ଏସ.ସୋମନାଥ । ସୂଚନା ମୁତାବକ କମ ହେଲେ ଜୁଲାଇ ୧୩ରୁ ମିଶନ ଆରମ୍ଭ ହେବ । ଅନ୍ୟଥା…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ଆବାସ ଉପରେ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ଖବର ପ୍ରସାରଣ ପରେ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଛି । ଏବେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତୁରନ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନକୁ ସନ୍ଧାନ କରିବାରେ ଲାଗି…
Read More...

ହାତରେ ପେଚକସ ଏବଂ ରେଞ୍ଚି ଧରି ଗାଡି ସଜାଡିବା ଶିକ୍ଷିଥିଲେ ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଫଟୋ ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳିଛି । କେତେବେଳେ ଟ୍ରକ ଡ୍ରାଇଭର ସହ ଟ୍ରକ ଭିତରେ ତ କେତେବେଳେ ଚା’ଦୋକାନରେ । ସେହିପରି ପୁଣି ଥରେ ରହୁଲ ଗାନ୍ଧୀଙ୍କ ଆଉ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମେକାନିକଙ୍କ ପାଖରେ…
Read More...

ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ କ୍ଷୁଦ୍ରଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’ କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର: ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୩ ବର୍ଷ ପାଇଁ ଘୋଷଣା ହୋଇଛି ବାଲ୍ ସାହିତ୍ୟ ପୁରସ୍କାର | ଚଳିତବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ଏଥି ମଧ୍ୟରେ ଓଡ଼ିଆ ଭାଷାରେ ପ୍ରକାଶିତ ‘ଜେଜେଙ୍କ ଗପ ଗଣ୍ଠିଲି' କୁ ବାଲ୍…
Read More...

ଚର୍ଚ୍ଚାରେ ଶିଖର ଧୱନଙ୍କ ମହଙ୍ଗା ରେଞ୍ଜ ରୋଭର କାର୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧୱନ | ତାଙ୍କ ଲୁକ, କଥାବାର୍ତ୍ତା, ଜୀବନ ବଞ୍ଚିବାର ଶୈଳୀ ଏକ ସ୍ୱପ୍ନଠାରୁ କମ୍ ନୁହେଁ। ବିଦେଶର ବିଳାସପୂର୍ଣ୍ଣ ହୋଟେଲରେ ରହିବା, ଦାମୀ ସଉକିନ ଗାଡି ଚଢିବାକୁ ସେ ବହୁତ ପସନ୍ଦ କରନ୍ତି | ଆଉ ଭାରତୀୟ ଦଳର ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ…
Read More...

ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନର ବିକାଶ କରୁଛି ଭାରତ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନର ବିକାଶ କରୁଛି ଭାରତ । ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ମାନବବିହୀନ ଡ୍ରୋନ ତାପସ ବିଏଚ ୨୦୧ ଡ୍ରୋନ୍ ହେଉଛି ଏକ ଲଢୁଆ ଡ୍ରୋନ୍, ଯାହା ପ୍ରାୟ ୩୫୦ କେଜି ଓଜନ ବହନ କରି ଉଡିପାରିବ । ଏହି ଡ୍ରୋନର ଲମ୍ବ ୯.୫ ମିଟର ଏବଂ ଏହାର ପ୍ରସ୍ଥ ୨୦.୬ ମିଟର…
Read More...