Browsing Tag

New Delhi

ମଣିପୁର ଓ ରାଜସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଆଜି ସକାଳୁ ୨ରାଜ୍ୟରେ ୩ଥର ଭୂକମ୍ପ ଝଟକା । ମଣିପୁର ଓ ରାଜସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜସ୍ଥାନରେ ଏକ ଘଣ୍ଟା ମଧ୍ୟରେ ୩ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଜୟପୁର ଓ ମଣିପୁରରେ ୩.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସେହିପରି ରାଜସ୍ଥାନରେ ୪.୪ ତୀବ୍ରତର…
Read More...

ଜିମରେ ବ୍ୟାୟାମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ଜିମରେ ବ୍ୟାୟାମ କରୁଥିବା ବେଳେ ଗଲା ଜୀବନ। ଦିଲ୍ଲୀରେ ରହୁଥିବା ଜଣେ ଯୁବକ ଜିମର ଟ୍ରେଡମିଲ ଉପରେ ବସିଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ହୃଦୟ ବିଦାରକ ଘଟଣା ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଘଟିଛି । ମୃତ ବ୍ୟକ୍ତିଙ୍କ ବୟସ ୨୪ ବର୍ଷ…
Read More...

ମଣିପୁର ହିଂସାକୁ ନେଇ ସଂସଦରେ ମୁହାଁମୁହିଁ ହେଲେ ସରକାର ଓ ବିରୋଧୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ହିଁ ମଣିପୁର ହିଂସାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା ଆସନ୍ତାକାଲି ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହାରି ଭିତରେ ସଂସଦର ଉଭୟ ଗୃହରେ ପ୍ରବଳ ହୋ ହଲ୍ଲା ପରିସ୍ଥିତି…
Read More...

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦରେ ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ପୂର୍ବରୁ  କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ‌ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ଅଗଷ୍ଟ ୧୧ରେ ମୌସୁମୀ…
Read More...

ତିରୁପତି – ତିରୁଅନନ୍ତପୁରମ ଟ୍ରେନ ଲାଇନଚ୍ୟୁତ

କେରଳ: ଦିନକୁ ଦିନ ବଢି ଚାଲିଛି  ରେଳ ଦୁର୍ଘଟଣା  । ପୁଣି ଆଜି ଲାଇନଚ୍ୟୁତ ହୋଇଛି କେରଳର ଏକ ଟ୍ରେନ ।    ସୂଚନା ଅନୁଯାୟୀ,  ତିରୁପତି –ତିରୁଅନନ୍ତପୁରମ ଟ୍ରେନ ଏହାର ଶେଷ  ରହଣିସ୍ଥଳ ତିରୁପତି ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି  । ଦୁର୍ଘଟଣା ସହ ଜଡ଼ିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।…
Read More...

କାଲି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏହି ମୌସୁମୀ ଅଧିବେଶନ ୨୩ ଦିନିଆ ହୋଇଥିବାବେଳେ ୨୭ଟି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନରେ କାଳରେ ୨୧ଟି ନୂତନ ବିଧେୟକ ସମେତ ସିନେମାଟୋଗ୍ରାଫ ସଂଶୋଧନ ବିଲ୍, ଜୈବ ବିବିଧତା ସଂଶୋଧନ ବିଲ୍,…
Read More...

ଓଡ଼ିଶାକୁ ମିଳିଲା ‘ଭୂମି-ସମ୍ମାନ’ ପୁରସ୍କାର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ଏହି…

ଭୁବନେଶ୍ବର: ପୁଣି ଜାତୀୟ ସ୍ତରରେ ସମ୍ମାନୀତ ହେଲା ଓଡ଼ିଶା । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ହେଲା ଓଡିଶା | ଡିଜିଟାଲ୍‌‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (DILRMP)ର ଲକ୍ଷ୍ୟଗୁଡିକୁ ପୂରଣ କରିବା…
Read More...

ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବେ ଭାରତ ଓ ଫ୍ରାନ୍ସ

ଫ୍ରାନ୍ସ ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଏକ ଗୁରୁତ୍ୱ ପୂର୍ଣ୍ଣ ଘୋଷଣା କରିଛି । ଉଭୟ ଦେଶ ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜନ ବିକାଶ କରିବାକୁ ଯାଉଛନ୍ତି ।ଏହା ଉଭୟ ଦେଶର…
Read More...

ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ

ଡୋମିନିକାରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ଭାରତ ଏକ ଇନିଂସ ୧୪୧ରନରେ ବିଜୟୀ ହୋଇଛି । ୱେଷ୍ଟଇଣ୍ଡିଜକୁ ୧୪୧ ରନରେ ପରାସ୍ତ କରି ସିରିଜ ୧-୦ରେ ଆଗୁଆ ରହଛିି ଭାରତ । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଜବରଦସ୍ତ ବୋଲିଂରେ…
Read More...

ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଲା ଚନ୍ଦ୍ରାୟାନ-୩

ନୂଆ ଦିଲ୍ଲୀ: ଆଜି ଗର୍ବ ଆଉ ଗୌରବର ଦିନ । ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଲା ଚନ୍ଦ୍ରାୟାନ-୩ । ଆଜି ଦିନ ୨ଟା୩୫ରେ ସତୀଶ ଧାୱନ ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି। ଏହି ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତାର କକ୍ଷ ପଥରେ…
Read More...