Browsing Tag

New Delhi

ନୂଆ ସଂସଦ ଭବନରେ ଆରମ୍ଭ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଇତିହାସ ପୃଷ୍ଠାରେ ସ୍ଥାନ ପାଇଲା ପୁରୁଣା ସଂସଦ ଭବନ । ଆଜି ଠାରୁ ନୂଆ ସଂସଦ ଭବନରେ ଆରମ୍ଭ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ । ଫଟୋ ସେସନ ପାଇଁ ଉଭୟ ଲୋକ ସଭା ଓ ରାଜ୍ୟ ସଭାର ସଦସ୍ୟ ନୂତନ ସଂସଦ ଭବନ ଠାରେ ଏକାଠି ହୋଇଛନ୍ତି । ଏବେ ସଂସଦ ଭବନରେ ସମସ୍ତ ସଦସ୍ୟ ଙ୍କର ଫଟୋ ଉଠା…
Read More...

ଆଜିଠାରୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ

ନୂଆ ଦିଲ୍ଲୀ: ଆଜିଠାରୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଅଧିବେଶନରେ…
Read More...

କେରଳରେ ନିପା ଭାଇରସ ପାଇଁ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ

ବ୍ୟୁରୋ: କେରଳରେ ବଢିବାରେ ଲାଗିଛି ନିପା ଭାଇରସ । ଏନେଇ ଚିନ୍ତାରେ ସାଧାରଣ ଲୋକ । ଏହାରି ଭିତରେ କେରଳରେ ଦେଖା ଦେଇଛି ୬ ମାମଲା ଏହା ସହିତ ଦୁଇ ଜଣ ରୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇ ଥିବା କୁହାଯାଇଛି । ଏନେଇ କେରଳ ସରକାରଙ୍କ ପକ୍ଷରୁ କେରଳରେ ସତର୍କତା ବୃଦ୍ଧି କରାଯାଇଛି । ଏହି ଭାଇରସ ପାଇଁ…
Read More...

ଆଜି ଠାରୁ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ଅଭିଯାନ ଆରମ୍ଭ

ନୂଆ ଦିଲ୍ଲୀ: ଦେଶରେ ସ୍ୱଚ୍ଛତା ଅଭିଯାନ ଅଭିଯାନ ଆରମ୍ଭ କରିଛି ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଗୃହ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ଚଳିତ ବର୍ଷ ସ୍ୱଚ୍ଛତା ହିଁ ସେବା ଅଭିଯାନର ଥିମ୍ ରହିଛି ‘ଆବର୍ଜନା ମୁକ୍ତ…
Read More...

କକ୍ଷ ପରିବର୍ତ୍ତନ କରି ୫ମ କକ୍ଷକୁ ଗଲା ଆଦିତ୍ୟ ଏଲ ୧

ନୂଆଦିଲ୍ଲୀ: କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ ଏଲ ୧ । ଚତୃର୍ଥ କକ୍ଷ ପରିକ୍ରମା କରି ୫ମ କକ୍ଷକୁ ଗଲା ଆଦିତ୍ୟ ଏଲ ୧ । ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ ୧। ସଫଳତାର ସହ କକ୍ଷପଥ ହ୍ରାସ ନେଇ ଇସ୍ରୋ ପକ୍ଷରୁ ଟ୍ଵିଟରରେ ସୂଚନା ଦିଆଯାଇଛି । ୨୫୬…
Read More...

ହସ୍ପିଟାଲ ବାହାରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ , ୨ଗୁରୁତର

ବ୍ୟୁରୋ: ସିଲିଣ୍ଡର ଫାଟି ବଡ ଧରଣର ଦୁର୍ଘଟଣା ।ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲ ବାହାରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବାଲାଗଞ୍ଜ ଛକ ନିକଟରେ ଏକ ଘରୋଇ ହସ୍ପିଟାଲ ରହିଛି ଯେଉଁଡିକି ଫରିଦିପୁରସ୍ଥିତ…
Read More...

କେରଳରେ ଦ୍ରୁତ ଗତିରେ ବଢିଚାଲିଛି ନିପା ଭାଇରସ , ପୁଣି ସମ୍ନାକୁ ଆସିଲା ୫ମାମଲା

ବ୍ୟୁରୋ: କେରଳରେ ଦ୍ରୁତ ଗତିରେ ବଢିଚାଲିଛି ନିପା ଭାଇରସ । ଏହି ଭାଇରସରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିବାରଲୋକେ ଏହି ଭାଇରସରେ ପିଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଗତ କାଲା ପୁଣି ଆଉ ୫ଟି ମାମଲା ସାମ୍ନାକୁ ଆସିଛି । ଏନେଇ କେରଳର କୋଝୀକୋଡରେ…
Read More...

ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀଙ୍କ ବିମାନ

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀଙ୍କ ବିମାନ । ତେଣୁ ଝାରସୁଗୁଡା ବିମାନ ବନ୍ଦରରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ସୂଚନା ଅନୁଯାୟୀ: ଆଜି ମଧ୍ୟପ୍ରଦେଶ ଓ ଛତିଶଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।…
Read More...

ଲିବ୍ୟାରେ ମୃତ୍ୟୁ ତାଣ୍ଡବ : ୬ହଜାର ପାର ହେଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଲିବ୍ୟାରେ ମୃତ୍ୟୁର ତାଣ୍ଡବ ରଚିଛି ପ୍ରଳୟଙ୍କାରି ଭୂମିକମ୍ପ ସଙ୍ଗକୁ ବନ୍ୟା । ପାଣିରେ ଭାସୁଛି କୁଢ କୁଢ ଶବ । ଏବେ ସୁଦ୍ଧା ୬ହଜାର ପାର ହେଲାଣି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ବଢି ୨୦ହଜାର ପାର ହୋଇ ପାରେ ବୋଲି ଅନୁମାନ କରାଯାଉଛି । କାରଣ ଏବେବି ୧୦ ହଜାରରୁ ଅଧିକ ଲୋକ…
Read More...

ବଢିବ ଭାରତୀୟ ବାୟୁ ସେନାର ବଳ ।

ନୂଆଦିଲ୍ଲୀ: ବଢିବ ଭାରତୀୟ ବାୟୁ ସେନାର ବଳ । ସେପ୍ଟମ୍ବର ୨୫ ତାରିଖରେ ଆସିବ ସି୨୯୫ ବିମାନ । ଉତ୍ତର ପ୍ରଦେଶର ହିନ୍ଦନ ଏୟାରବସରେ ଅବତରଣ କରିବ ଗତବର୍ଷ ସେପ୍ଟେମ୍ବର ମାସରେ ଭାରତୀୟ ବାୟୁ ସେନାରୁ ପୁରୁଣା ଏବରୋ-୭୪୮ ବିମାନକୁ ବଦଳାଇ ୫୬-ସି-୨୯୫ କିଣିବା ପାଇଁ ଏୟାରବେସ ଡିଫେନ୍ସ ଏବଂ ସ୍ପେସ…
Read More...