ଛାତ ଭୁଶୁଡି ଗୋଟିଏ ପରିବାରରୁ ୨ମୃତ ଓ ୩ଗୁରୁତର
ବ୍ୟୁରୋ: ଛାତ ଭୁଶୁଡି ଗୋଟିଏ ପରିବାରରୁ ୨ ମୃତ ଓ ୩ ଗୁରୁତର ।ବିହାର ନାଳନ୍ଦା ଜିଲ୍ଲା ମନପୁର ଥାନା ଅନ୍ତର୍ଗତ ହରଗୱାନ ଗ୍ରାମର ଏକ ଘରର ଛାତ ଭୁଶୁଡି ୨ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ନାଳନ୍ଦାରେ ପ୍ରାୟ ୨୪ ଘଣ୍ଟା ହେବ ବର୍ଷା ହେଉଥିବା ସମୟରେ ଏକ…
Read More...
Read More...