Browsing Tag

New Delhi

ପହଲଗାମ୍‌ ଆକ୍ରମଣ: ପିଏମ ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ ଉଦବେଗ୍‌ । ଆତଙ୍କବାଦୀଙ୍କୁ କଡ଼ ଜବାବ ଦେବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି । ଘନଘନ ବୈଠକ ବସିବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ମୋଦି ଅଧ୍ୟକ୍ଷତାରେ ଚାଲିଛି ସୁରକ୍ଷା ସମ୍ପର୍କିତ…
Read More...

ପହଲଗାମ ଆତଙ୍କବାଦୀ ଆକ୍ରମଣ : ମୃତକଙ୍କ ସମ୍ପର୍କୀୟଙ୍କୁ ସହାୟତା ଘୋଷଣା

ଶ୍ରୀନଗର: ଜମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା  । କ୍ଷତିପୂରଣ ଘୋଷଣା ଜଲେ ଜାମ୍ମୁକାଶ୍ମୀର ସରକାର । ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ନେଇ ଘୋଷଣା କଲେ ସରକାର ।   ସେହିପରି ଗୁରୁତର ଆହତଙ୍କୁ ମିଳିବ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କାର…
Read More...

ପହଲଗାମରେ ମୃତ ଓଡିଆ ପର୍ଯ୍ୟଟକଙ୍କ ପତ୍ନୀ ଓ ପୁଅକୁ ଭେଟିଛନ୍ତି ଅପରାଜିତା ସଡଙ୍ଗୀ

ନୁଆଦିଲ୍ଲୀ: ଆତଙ୍କବାଦୀ ହମଲାରେ ମୃତ ଓଡିଆ ପର୍ଯ୍ୟଟକଙ୍କ ପତ୍ନୀ ଓ ପୁଅକୁ ପହଲଗାମରେ ଭେଟିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ସଡଙ୍ଗୀ । ସେ ଏହାକୁ ନିନ୍ଦା କରିବା ସହ ପରିବାରକୁ ସାନ୍ତନା ଦେଇଛନ୍ତି ।  ଏହାସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ଅପରାଜିତା । ସୂଚନା ଅନୁସାରେ…
Read More...

୨୪ କ୍ୟାରେଟ୍‌ ସୁନା ଦର ୯୮,୩୫୦ ଟଙ୍କା

ଭୁବନେଶ୍ୱର :ବିବାହ ଋତୁ ସୁନା ଚାହିଦାରେ ବଡ଼ ବୃଦ୍ଧି ଆଣିଛି । ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି ଏହି ହଳଦିଆ ଧାତୁ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଦ୍ୱାରା ସୁନା ଦରରେ ବୃଦ୍ଧି ଘଟୁଛି । ଟଙ୍କା ଦୁର୍ବଳ ହେଲେ ଆମଦାନିରେ ଅଧିକ…
Read More...

ଜମ୍ମୁ କାଶ୍ମୀରର ପହାଲଗାମରେ ଆତଙ୍କୀ ହାମଲା: ପୂରା ଅଞ୍ଚଳରେ ହାଇଆଲର୍ଟ ଜାରି

ନୁଆଦିଲ୍ଲୀ: ଗତକାଲି ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ କାଶ୍ମୀର ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆକ୍ରମଣର ସ୍ଥାନ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଶ୍ରୀନଗରରୁ ପ୍ରାୟ ୮୫ କିଲୋମିଟର ଦୂରରେ ଅବସ୍ଥିତ ।ଏହି ଅଞ୍ଚଳରେ ସେନା ,…
Read More...

ଟ୍ରେନିଂ ବିମାନ ଦୁର୍ଘଟଣା ଗସ୍ତ : ଜଣେ ପାଇଲଟଙ୍କ ମୃତ୍ୟୁ

ଗୁଜରାଟ : ଗୁଜରାଟର ଆମରେଲି ଜିଲ୍ଲାର ଶାସ୍ତ୍ରୀ ନଗର ଅଞ୍ଚଳରେ ଏକ ତାଲିମ ବିମାନ ଦୁର୍ଘଟଣା ଗସ୍ତ । ଏହି ଦୁର୍ଘଟଣାରେ  ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ , ଅପରାହ୍ନ ୧୨.୫୨ ସମୟରେ ବିମାନ ଦୁର୍ଘଟଣା ଖବର ମିଳିଥିଲା । ଖବର ପାଇବା ପରେ ଅଗ୍ନିଶମ ଟିମ୍ ତୁରନ୍ତ…
Read More...

ପ୍ରକାଶ ପାଇଲା ଆଇଏଏସ  ରେଜଲ୍ଟ   : ଶକ୍ତି ଦୁବେ ବ୍ୟାଚ ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆଇଏଏସ  ରେଜଲ୍ଟ   । ଆଇଏଏସ  ରେଜଲ୍ଟ-୨୦୨୪ରେ   ଶକ୍ତି ଦୁବେ ବ୍ୟାଚ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ହର୍ଷିତା ଗୋୟଲ , ତୃତୀୟରେ ଡୋଙ୍ଗରେ ଅର୍ଚ୍ଚିତ ପରାଗ ,  ଚତୁର୍ଥରେ ଶାହ ମାର୍ଗି ଚିରାଗ , ପଞ୍ଚମରେ  ଆକାଶ ଗର୍ଗ ଷଷ୍ଠରେ କୋମଲ ପୁନିଆ, ସପ୍ତମରେ  ଆୟୁଶି…
Read More...

ଦୁଇ ଦିନିଆ ସାଉଦି  ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିନିଆ ଗସ୍ତରେ ସାଉଦି ଆରବରେ ପହଞ୍ଚିବେ। ସେ ୨୩ ଏପ୍ରିଲ ପର୍ଯ୍ୟନ୍ତ ସେଠାରେ ରହିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଗସ୍ତ ପାଇଁ କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ ନିମନ୍ତ୍ରଣ କରିଛନ୍ତି। ୨୦୧୬ ଏବଂ ୨୦୧୯…
Read More...

ଚିନ୍ତାରେ ଗ୍ରାହକ:  ଲକ୍ଷେ ପାର କରିଛି ସୁନା ଦର

ନୂଆଦିଲ୍ଲୀ: ଆକାଶ ଛୁଆଁ ସୁନା ଦର । ବାହାଘର ଋତୁରେ ସୁନା ଦର ଶୁଣି ଲାକମାନେ ସୁନା  ଦୋକାନରୁ ମୁହଁ ଫେରାଇନେଉଛନ୍ତି । ଲକ୍ଷେ ଛୁଇଁଲା ସୁନା ।ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ…
Read More...

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ନିମନ୍ତ୍ରଣ ସ୍ବୀକାର କରି ମୋଦି ଏହି ଗସ୍ତରେ ଯାଉଥିବା ସୂଚନା ରହିଛି । ମୋଦି ଓ ସଲମାନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାର ରହିଛି କାର୍ଯ୍ୟକ୍ରମ ।…
Read More...