Browsing Tag

New Delhi

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଧ୍ୱଜବାହକ ରହିବେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ । ଇଣ୍ଡିଆନ ଅଲିମ୍ପିକ୍ସ ଆସୋସୀଏସନ ( ଆଇଓଏ) ର ଅଧ୍ୟକ୍ଷ ପିଟି ଉଷା ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଭାରତୀୟ ଧ୍ୱଜାବାହକ ଘୋଷଣା କରିଛନ୍ତି । ଉଦଘାଟନୀ ଉତ୍ସବରେ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ…
Read More...

ଧୋନୀଙ୍କ ଜନ୍ମ ଦିନରେ ପତ୍ନୀ ସାକ୍ଷୀ ଧୋନୀଙ୍କ ପାଦ ଛୁଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି; ଭିଡିଓ ହେଉଛି…

ଭୁବନେଶ୍ୱର ;୪୪ ବୟସରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି । କ୍ରିକେଟ ପ୍ରେମୀ ମାନଙ୍କର ସୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କର ୪୩ ତମ ଜନ୍ମ ଦିନରେ ତାଙ୍କ ଘରେ ଖୁବ୍ କମ୍ ଅତିଥିଙ୍କ ସହ ଜନ୍ମିଦନ ପାଳନ କରିଛନ୍ତି ଧୋନୀ । ତାଙ୍କ ଜନ୍ମଦିନରେ ସେଠାରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ ଉପସ୍ଥିତ…
Read More...

ଓଡ଼ିଆ ପୁଅକୁ ଶୌର୍ଯ୍ୟଚକ୍ର ସମ୍ମାନ

ଭୁବନେଶ୍ୱର: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାର୍ଚ୍ଚ…
Read More...

ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍

ନୂଆଦିଲ୍ଲୀକେନ୍ଦ୍ରରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ, ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍ । ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍ ।  ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବ୍ରୁଆରି ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା…
Read More...

ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ଦଳ ୨୪ଟି ରାଜ୍ୟର ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛି। ବିଜୟପାଲ ସିଂ ତୋମର ଓଡିଶା ପ୍ରଭାରୀ ନିଯୁକ୍ତ ହୋଇଥିବାବେଳେ ଲତା ଉସେଡି ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ପୁରୀ ସାଂସଦ ସଂବିତ ପାତ୍ର…
Read More...

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ଗ୍ରୁପର ନେତୃତ୍ୱ ନେବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଅସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ । ପ୍ରାୟ ୧୦୦ ବର୍ଷ ପରେ ପ୍ୟାରିସରେ ତୃତୀୟ ଥର ପାଇଁ ଆୟୋଜନ ହେବାକୁ ଯାଉଛି ଅଲିମ୍ପିକ୍ସ । ଏଥିରେ ୨୦୬ ନ୍ୟାସନାଲ ଅଲିମ୍ପିକ୍ସ କମିଟିର ପ୍ରାୟ ୧୦ହଜାର ୫୦୦ ଆଥଲେଟ ଅଂଶଗ୍ରହଣ କରିବେ । କିନ୍ତୁ ଏଥର…
Read More...

NEET PGର ନୂତନ ପରୀକ୍ଷା ତାରିଖର ବଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ ମେଡିକାଲ ସାଇନ୍ସ (NBEMS) NEET PGର ନୂତନ ପରୀକ୍ଷା ତରିଖର ବଜ୍ଞପ୍ତି ପ୍ରକାଶ କରିଛି । ଏହି ପରୀକ୍ଷା ବର୍ତ୍ତମାନ ୧୧ ଅଗଷ୍ଟ ୨୦୨୪ ରେ କରାଯିବ ।ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା । SOP ଏବଂ ପ୍ରୋଟୋକଲ ସମୀକ୍ଷା କରିବା ପରେ NEET PGଚଏର ନୂତନ ତାରିଖ…
Read More...

ଭିଡିଓ ସେୟାର କରି ‘କଠିନ ପରିସ୍ଥିତି ଦେଇ ଗତି କରୁଛି’ କହିଲେ ନତାଶା

ନୂଆଦିଲ୍ଲୀ: ନିଜର ବ୍ୟକ୍ତିଗତ ଜୀବନ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ । ନତାଶା ଏବଂ ହାର୍ଦ୍ଦିକଙ୍କ ଅଲଗା ହେବାର ଖବାର ଦୀର୍ଘ ଦିନ ହେବ ବହୁ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ଦୁହେଁ ଏବେ ପର୍ଯ୍ୟନ୍ତ ଏହା ଉପରେ ଚୁପ ରହିଛନ୍ତି । ସେମାନଙ୍କ ମଧ୍ୟରୁ…
Read More...

ପ୍ରଧାନମନ୍ତ୍ରୀଙ୍କୁ ବିସିସିଆଇ ଅଧ୍ୟକ୍ଷ ଓ ସଚିବ ଦେଲେ ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତି ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସରେ ମୋଦୀଙ୍କ ସହ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ ବିଶ୍ୱବିଜୟୀ ଦଳ । ଏହି ଅବସରରେ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଦଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଟିମ । ଚାମ୍ପିଆନ ଟିମକୁ ଭେଟି ଖେଳାଳିଙ୍କୁ ସାବାସୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବାସଭବନରେ ମୋଦି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅଧିନାୟକ ରୋହିତ ଶର୍ମା , ବିରାଟ କୋହଲି ,…
Read More...