Browsing Tag

New Delhi

ମୁଖ୍ୟମନ୍ତ୍ରୀ ପଦ ଛାଡିବେ କହିଲେ ଅରବିନ୍ଦ କେଜ୍ରିୱାଲ୍

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ଛାଡିବେ କେଜ୍ରିୱାଲ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ଆସନ୍ତା ଦୁଇ ଦିନ ମଧ୍ୟରେ ସେ ସିଏମ ପଦରୁ ଇସ୍ତଫା ଦେବେ ଏବଂ ଦୁଇ ଦିନ ମଧ୍ୟରେ ବିଧାନସଭା ଦଳର ବୈଠକ ହେବ ଏବଂ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ସେ କହିଛନ୍ତି।…
Read More...

ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

 ନୂଆଦିଲ୍ଲୀ: ଏବେବି କମିନି ଅରନ୍ଦୋଳନ । ନ୍ୟାୟ ଦାବିରେ ଡାକ୍ତର । କୋଲକାତାର ଆର ଜି କର ମେଡିକାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ନ୍ୟାୟ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର। ଏହାରି ମଧ୍ୟରେ ଆଜି ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଭେଟି ସେମାନଙ୍କ ସହ…
Read More...

୨-୧ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ

ନୂଆଦିଲ୍ଲୀ:  ଭାରତର ଦମଦାର ବିଜୟ । ପାକିସ୍ତାନକୁ ପରାସ୍ତ କଲା ହକି ଟିମ୍ । ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ । ଚୀନରେ ଚାଲିଥିବା ଏସିଆନ ଚାମ୍ପିଅନ୍ସରେ ଭାରତୀୟ ହକି ଟିମର ବିଜୟ ଧାରା ଜାରି ରହିଛି । ଆଜି ପାକିସ୍ତାନକୁ ୨-୧ରେ ପରାସ୍ତ କରିଛି ଭାରତ । ଦଳ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି।  ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ଵାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ୍ କୋର୍ଟ । ଜଷ୍ଟିସ୍…
Read More...

ଭାରତରେ ଚିହ୍ନଟ ସନ୍ଦିଗ୍ଧଙ୍କ ଠାରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହେଲେ ପ୍ରଥମ ମଙ୍କିପକ୍ସର ରୋଗୀ। ସନ୍ଦିଗ୍ଧ ରୋଗୀଙ୍କୁ ଦିଲ୍ଲୀର ଏହି ଡାକ୍ତରଖାନାରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ବର୍ତ୍ତମାନ, ଲ୍ୟାବ୍ ଟେଷ୍ଟ ପାଇଁ ଯାଇଥିବା ନମୁନାରୁ ସ୍ପଷ୍ଟ ହୋଇଛି।ରୋଗୀ ଜଣଙ୍କ ବିଦେଶରୁ ଫେରିଥିବା ସୂଚନା । ବର୍ତ୍ତମାନ ରୋଗୀଙ୍କୁ…
Read More...

ସିବିଆଇକୁ ନୂଆ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଲକାତା ଆର.ଜି. କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି।  ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରୁଥିବାବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବାକୁ…
Read More...

ଲୁଗା କାରଖାନାରେ ଅଗ୍ନିକାଣ୍ଡ: ନିଆଁ ଲିଭାଇବା କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଲୁଗା କାରଖାନାରେ ଲାଗିଲା ନିଆଁ। ଦିଲ୍ଲୀର ବକ୍କାରୱାଲା ଅଞ୍ଚଳର ରାଜୀବ ରତ୍ନ ବାସଭବନ ନିକଟରେ ଥିବା ଏକ ଲୁଗା କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିବା ନେଇ ଦିଲ୍ଲୀ ଅଗ୍ନିଶମବାହିନୀ…
Read More...

ଗିରଫ ହେଲେ ଆପ ବିଧାୟକ ଅମାନତୁଲ୍ଲା ଖାନ

ନୂଆଦିଲ୍ଲୀ:ଗିରଫ ହେଲେ ଆପ ବିଧାୟକ ଅମାନତୁଲ୍ଲା ଖାନ । ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଛି ଇଡି। ଇଡିର ଏକ ଟିମ୍ ଆମ ଆଦମି ପାର୍ଟି(ଆପ୍)ର ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା । ତାଙ୍କୁ ପ୍ରାୟ ୬ ଘଣ୍ଟାର ଜେରା ପରେ ଗିରଫ କରିଛି ଇଡି…
Read More...

ଆପ୍ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଇଡିର ଚଢାଉ

ନୂଆଦିଲ୍ଲୀ:  ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢାଉ । ଇଡି ଆଜି ସକାଳୁ ଅମାନତୁଲ୍ଲାହ ଖାନଙ୍କ ଘରେ ଇଡି ଚଢାଉ କରିବାକୁ ଯାଇଥିଲା । ଇଡି ଟିମ୍‌ ଓ୍ୱାକଫ ବୋର୍ଡ ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚ ପାଇଁ ତାଙ୍କ ଘରେ ଚଢାଉ କରିଥିଲା । ଏହି ମାମଲାରେ ଇଡି ଅଧିକାରୀ ଅମାନତୁଲ୍ଲାହଙ୍କୁ…
Read More...

ବାଣ କାରଖାନାରେ ବିସ୍ଫୋରଣ: ଗଲା ୨ ଜୀବନ

ନୂଆଦିଲ୍ଲୀ: ବାଣ କାରଖାନାରେ ବିସ୍ଫୋରଣ , ଚାଲିଗଲା ଦୁଇ ଜୀବନ। ଏଭଳି ଘଟଣା ଘଟିଛି ତାମିଲନାଡୁର ଥୁଥୁକୁଡି ଜିଲ୍ଲା ନାଜରେଥ ନିକଟରେ ଥିବା ଏକ ବେଆଇନ ବାଣ କାରଖାନାରେ । ଏଥିରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ମହିଳାଙ୍କ ସମେତ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ତେବେ ମୃତକ…
Read More...