Browsing Tag

New Delhi

ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୧୫ଦିନ ଜେଲ ସହ ୨୫ ହଜାର ଟଙ୍କା ଜରିମାନା କଲେ ମୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜେଲ୍ ଗଲେ ଶିବସେନା ନେତା ସଞ୍ଜୟ ରାଉତ। ୧୫ ଦିନ ପାଇଁ ଜେଲ୍ ଗଲେ ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ । ମାନହାନୀ ମକଦ୍ଦମା ଆଧାରରେ ରାଉତଙ୍କୁ ୧୫ ଦିନ ପାଇଁ ଜେଲ୍ ସହ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି । ଭାରତୀୟ ଦଣ୍ଡବିଧି ଆଇନର ଧାରା…
Read More...

ଜମ୍ମୁ-କଶ୍ମୀରରେ ଚାଲିଛି ୨୩୯ଜଣ ପ୍ରାର୍ଥୀଙ୍କର ହେଉଛି ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ: ଆଜି ଜମ୍ମୁ-କଶ୍ମୀରରେ ଚାଲିଛି ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ ଗ୍ରହଣ । ୨୬ଟି ଆସନରେ ୨୩୯ ଜଣ ପ୍ରାର୍ଥୀଙ୍କର ହେଉଛି ଭାଗ୍ୟପରୀକ୍ଷା। ଏଥିପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ଭୋଟିଂ। ମଇଦାନରେ ୨୩୯ ପ୍ରାର୍ଥୀ ଥିବାବେଳେ ୨୫ ଲକ୍ଷ ୭୮ ହଜାର ଭୋଟର୍ ନିଜର ମତ ସାବ୍ୟସ୍ତ କରିବେ। ୨୩୯…
Read More...

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା, ରଖିବା, ଡାଉନଲୋଡ କରିବା ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅର୍ଥାତ୍ ୧୮ବର୍ଷରୁ କମ୍‌ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ଅପରାଧ। ଏଭଳି କିଛି ରାୟ ଦେଇଛନ୍ତି ପ୍ରିମକୋର୍ଟ। ନ୍ୟୁଡ୍ କଣ୍ଟେଣ୍ଟକୁ ଇଲେକ୍ଟ୍ରୋନିକ୍ସ କିମ୍ୱା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ କରିବା ଏବଂ ଏହାକୁ ଅନ୍ୟମାନଙ୍କୁ ପଠାଇବା ଅପରାଧ…
Read More...

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଡକ୍ଟର ହରିନୀ ଅମରସୁରୀୟା

ଶ୍ରୀଲଙ୍କା: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି  ନ୍ୟାସନାଲ ପିପୁଲ୍ସ ପାୱାରର ସାଂସଦ ଡକ୍ଟର ହରିନୀ ଅମରସୁରୀୟା । ରାଷ୍ଟ୍ରପତି ସଚିବାଳୟରେ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନର ଗୋଟିଏ ଦିନ ପରେ ଗତକାଲି…
Read More...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ଵସ୍ତି

ନୂଆଦିଲ୍ଲୀ:  ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ଵସ୍ତି । ସିଦ୍ଧରମୈୟାଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ ଖାରଜ କରି ତାଙ୍କ ବିରୋଧରେ ମାମଲା ଚଳାଇବାକୁ ମଞ୍ଜୁରୀ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଆବେଦନରେ ଦର୍ଶାଯାଇଥିବା…
Read More...

ଭୂକମ୍ପରେ ଥରିଲା ଜାପାନ : ୫.୯ ତୀବ୍ରତାର ଝଟକା ଅନୁଭୂତ

ନୂଆଦିଲ୍ଲୀ: ଥରିଲା ଜାପାନ । ଆଜି ଇଜୁ ଦ୍ୱୀପର ତଟୀୟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି । ଯାହାର ତୀବ୍ରତା ରେକ୍ଟର ସ୍କେଲରେ ୫.୯ ରେକର୍ଡ କରାଯାଇଛି । ଯାହାଫଳରେ ଅଞ୍ଚଳରେ ଏକ ମିଟର ଜୁଆର ପର୍ଯ୍ୟନ୍ତ ସୁନାମୀ ପାଇଁ ଚେତାବନୀ ଦିଆଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ ମାର୍ଲେନା ସିଂ

ନୂଆଦିଲ୍ଳୀ; ଶପଥ ନେଲେ ଆତିଶୀ । ବିଧିବଦ୍ଧ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ ମାର୍ଲେନା ସିଂ । ତେବେ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆପ୍ ନେତ୍ରୀ ଆତିଶୀ ମାର୍ଲେନା ସିଂ । ଦିଲ୍ଲୀ ରାଜନିୱାସରେ ଆତିଶୀ ଶପଥ ନେଇଛନ୍ତି…
Read More...

ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ : ଆତିଶୀଙ୍କ ନାଁ ଘୋଷଣା କଲେ କେଜରିୱାଲ

ନୂଆଦିଲ୍ଲୀ: ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ୪୩ବର୍ଷୀୟା ଆତିଶୀ ମାର୍ଲେନ। ଆଜି ଆପର ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଆତିଶୀଙ୍କ ନାମରେ ମୋହର ବାଜିଛି। ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ଆତୀଶ…
Read More...

ଫାଇନାଲରେ ଭାରିତୀୟ ହକି ଦଳ: ଚୀନ ସହ ହେବ ଲଢେଇ

ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ର ଫାଇନାଲରେ ଭାରତୀୟ ହକି ଟିମ୍‌ । ସାଉଥ କୋରିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ସାଉଥ କୋରିଆକୁ ୪-୧ରେ ହରାଇଛି ଭାରତ । ଏବେ ଭାରତ ଫାଇନାଲରେ ଚୀନକୁ ସାମ୍ନା କରିବ । ସେପଟେ ଚୀନ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ଏହି…
Read More...

୯ଦିନ ପରେ ହସପିଟାଲରୁ ଫେରି ଇନ୍ସଟାଗ୍ରାମରେ ଦୀପିକା କଲେ ବାୟୋ ଚେଞ୍ଜ

ବ୍ୟୁରୋ : ୯ ଦିନ ପରେ ଦୀପିକା ପାଦୁକୋନଙ୍କୁ ମିଳିଲା ଛୁଟି। ନିକଟରେ କନ୍ୟାସନ୍ତାନକୁ ଜନ୍ମ ଦେଇ ମାତୃତ୍ଵ ଲାଭ କରିଥିଲେ ଦୀପିକା। ଏବେ ପ୍ରାଥମିକ ସ୍ତରର ଟ୍ରିଟମେଣ୍ଟ ସାରିବା ପରେ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଦୀପିକା । ତାଙ୍କର ହସପିଟାଲରୁ ବାହାରୁଥିବାର ଭିଡିଓ ଭାଇରଲ ହେଉଛି ।…
Read More...