Browsing Tag

New Delhi

ଗୁଜରାଟ ମେହସାଣାରେ ମାଟି ଧସି ୭ ଶ୍ରମିକ ମୃତ

ଗୁଜରାଟ:  ଗୁଜରାଟ ମେହସାଣାରେ ମାଟି ଧସି ୭ ଶ୍ରମିକ ମୃତ। ନିର୍ମାଣ କାମ ଚାଲିଥିବାବେଳେ ମାଟି ଧସି ଶ୍ରମିକଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଶ୍ରମିକଙ୍କୁ ସ୍ଥାନାନ୍ତର କରିବା କାମ ଚାଲିଛି। ଜସଲପୁର ନିକଟସ୍ଥ ଏକ ଗାଁରେ ଏହି ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ କମ୍ପାନୀରେ କାନ୍ଥ ନିର୍ମାଣ…
Read More...

ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ତାମିଲନାଡ଼ୁ ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ। ତାମିଲନାଡ଼ୁର ତିରୁବଲ୍ଲୁରରେ ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବାରୁ ୧୨ଟି…
Read More...

ନାଶିକ ମିଲିଟାରୀ ସେଣ୍ଟରରେ ନିୟମିତ ତାଲିମ ସମୟରେ ବିସ୍ଫୋରଣ: ଦୁଇ ଅଗ୍ନିବୀରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସେନାରୁ ଆସିଛି ଦୁଃଖଦ ଖବର। ଅଭ୍ୟାସ ବେଳେ ଦୁଇ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଛି। ନାଶିକ ମିଲିଟାରୀ ସେଣ୍ଟରରେ ନିୟମିତ ତାଲିମ ସମୟରେ ବିସ୍ଫୋରଣ ଯୋଗୁ ଦୁଇଜଣ ଅଗ୍ନିବୀରଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡିଛି। ଲାଇଭ ଫାୟାର ଆର୍ଟିଲରିଅଭ୍ୟାସ ସମୟରେଏହି ଦୁର୍ଘଟଣା ଘଟିଛି। ଏହି…
Read More...

‘ନିହନ ହିଡାନ୍କ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ଶାନ୍ତି ପାଇଁ ନୋବେଲ । ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନୀ ସଂସ୍ଥା ‘ ନିହନ ହିଡାନ୍କ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର । ପରମାଣୁ ବୋମା ପୀଡିତଙ୍କ ପାଇଁ କାମ କରୁଛି ‘ ନିହନ ହିଡାନକ୍ୟୋ’ ସଂସ୍ଥା । ବୋମା ବିଭୀଷିକାରୁ ବଞ୍ôଚ ଯାଇଥିବା ଲୋକଙ୍କ ପାଇଁ କାମ କରୁଛି…
Read More...

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ

  ନୂଆଦିଲ୍ଲୀ:  ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ନୋଏଲଙ୍କୁ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।ସ୍ୱର୍ଗତ ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ତାଙ୍କୁ ଦିଆଯାଇଛି। ସ୍ୱର୍ଗତ ରତନ ଟାଟାଙ୍କ ଦେହାନ୍ତ ପରେ ଏହି ଦାୟିତ୍ ନୋଏଲ୍ ଟାଟାଙ୍କୁ…
Read More...

ପାର୍ସୀ ରୀତିନୀତିରେ ସଂପନ୍ନ ହୋଇଛି ରତନ ଟାଟାଙ୍କ ଅନ୍ତିମ ସତ୍କାର

ମୁମ୍ୱାଇ: ମୁମ୍ୱାଇର ୱର୍ଲି ସ୍ଥିତି ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି 'ରତନ ଟାଟା'ଙ୍କ ଅନ୍ତିମ ସଂସ୍କାର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି। ପାର୍ସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମରଶରୀରକୁ ପୋତା…
Read More...

ଏନସିପିଏ ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ରତନ ଟାଟାଙ୍କ ଅନ୍ତିମ ଯାତ୍ରା

ନୂଆଦିଲ୍ଲୀ: ଶେଷଯାତ୍ରାରେ ରତନ ଟାଟା।  ୱର୍ଲି ଅଭିମୁଖେ ମରଶରୀର । ଏନସିପିଏ ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ଅନ୍ତିମ ଯାତ୍ରା  ।  ଅନ୍ତିମ ଯାତ୍ରାରେ ସାମିଲ  ହୋଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ । କିଛି ସମୟ ପରେ ୱର୍ଲିରେ ହେବ ତାଙ୍କ ଶେଷକୃତ୍ୟ । ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ…
Read More...

ଚିକିତ୍ସାଧୀନ ଅବସ୍ଥାରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ

ନୂଆଦିଲ୍ଲୀ:ପରଲୋକରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା । ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ତେବେ ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ବୟସ ୮୬ ବର୍ଷ ହୋଇଥିଲା । ସୂଚାନା ଅନୁଯାୟୀ, ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି…
Read More...

ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ କ୍ଷେତ୍ରରେ 2024 ବର୍ଷ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ବୁଧବାର 09 ଅକ୍ଟୋବରରେ ନିଆଯାଇଛି। ଏଥିସହ ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ କହିଛି ଯେ ଚଳିତ ବର୍ଷ ଏହି…
Read More...

୨୦୨୮ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ: ୨୦୨୮ ପର୍ଯ୍ୟନ୍ତ ମାଗଣା ଚାଉଳ । ୨୦୨୮ପର୍ଯ୍ୟନ୍ତ ଦେଶବାସୀଙ୍କୁ ମିଳିବ ମାଗଣା ଚାଉଳ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ କରିଛି । ଏଥିପାଇଁ ମୋଟ…
Read More...