Browsing Tag

New Delhi

ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ଗଡିବନି ଓଡ଼ିଶାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ :ବାଦ ପଡିଲା ଓଡିଶା । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ  ଗଡିବ ପ୍ରଜ୍ଞାପନ ମେଢ  । ସେଥିରେ ୧୫ଟି ରାଜ୍ୟ ଓ  କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ଭାଗ ନେବାକୁ ମନୋନୀତ ହୋଇଥିବା ବେଳେ ସେଥିରୁ ଓଡ଼ିଶା ବାଦ ପଡିଛି । ତେବେ ଆସନ୍ତା ୨୦୨୫ ଜାନୁୟାରୀ  ୨୬…
Read More...

ବଡ଼ ଧରଣ ଏନକାଉଣ୍ଟର: ୩ ଆତଙ୍କୀ ନିହତ

ଉତ୍ତର ପ୍ରଦେଶର : ଉତ୍ତର ପ୍ରଦେଶର ପିଲିଭିତ୍ରେ ବଡ଼ ଧରଣ ଏନକାଉଣ୍ଟର । ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀ ନିହତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ। ଉତ୍ତର ପ୍ରଦେଶ ପିଲ୍ଭିତରେ ୟୁପି ଓ ପଞ୍ଜାବ ପୁଲିସ ମିଳିତ…
Read More...

ଦୁଇ ସନ୍ତାନଙ୍କ ସହ ଭାରତ ଛାଡିବେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ: ଭାରତ ଛାଡ଼ିବେ ବିରାଟ-ଅନୁଷ୍କା । କ୍ରିକେଟ ଷ୍ଟାର ବିରାଟ କୋହଲି ଓ ତାଙ୍କ ପତ୍ନୀ ବଲିଉଡ ତାରକା ଅନୁଷ୍କା ସବୁଦିନ ପାଇଁ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇ ସନ୍ତାନ ଭାମିକା ଓ ଆକାୟଙ୍କ ସହ ସେମାନେ ସବୁଦିନ ପାଇଁ ଲଣ୍ଡନରେ ରହିବେ । କୋହଲିଙ୍କ ପିଲାଦିନର ପ୍ରଶିକ୍ଷକ…
Read More...

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ଦେହାନ୍ତ

ହରିୟାଣା :  ଓମ ପ୍ରକାଶ ଚୌତାଲାଙ୍କ ଦେହାନ୍ତ ହୋଇଛି । ହରିୟାଣାର ପୂର୍ୱତ୍ତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ଦେହାନ୍ତ ହୋଇଛି । ଗୁରୁଗ୍ରାମ ସ୍ତିତ ବାସଭବନରେ ଆଖିବୁଜିଲେ ଓମ ପ୍ରକାଶ । ୮୯ ବର୍ଷ ବୟସରେ ଓମ ପ୍ରକାଶ ଚୌତାଲାଙ୍କ ପରଲୋକ ହୋଇଛି  । ଓମପ୍ରକାଶ ଚୌତାଲା ଭାରତର…
Read More...

ସରିଲା ଲୋକସଭା ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ : ସରିଲା ଲୋକସଭା ଶୀତକାଳୀନ ଅଧିବେଶନ । ସଂସଦ ଶୀତ ଅଧିବେଶନର ଶେଷ ଦିନରେ ନିର୍ଦ୍ଦିଶ୍ଟ କାଳ ପାଇଁ ସ୍ଥଗିତ ରଖିଲେ ବାଚସ୍ପତ୍ତି । ସେପଟେ ଆମ୍ବେଦକର ବିବାଦ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲାକୁ ବିରୋଧ କରି ଇଣ୍ଡି ମେଣ୍ଟ ର ସାଂସଦମାନେ ସଂସଦ ଭବନ ବାହାରେ  ପ୍ରତିବାଦ…
Read More...

ସିଏନଜି ଟ୍ରକ ଅନ୍ୟ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା: ୬ ଜଣ ଜୀବନ୍ତ ଦଗ୍ଧ

ଜୟପୁର : ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜୟପୁରର ଆଜମେର ରୋଡ ନିକଟରେ ଏକ ସିଏନଜି ଟ୍ରକ ଅନ୍ୟ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ପରେ ବିସ୍ଫୋରଣ ଘଟି ଚାରିଆଡେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ ଏବଂ ପ୍ରାୟ…
Read More...

ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା ଦେଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା ଦେଲା ବିଜେପି । ଦିଲ୍ଲୀ ସଂସଦ ମାର୍ଗ ଥାନାରେ ଦେଲେ ଏତଲା । ଥାନାରେ ପହଞ୍ଚିଥିଲେ ଅନୁରାଗ ଠାକୁର ଓ ବାଂଶୁରୀ ସ୍ୱରାଜ । ତେବେ ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ କଲେ ଅନୁରାଗ ଠାକୁର ଓ ବାଂଶୁରୀ ସ୍ୱରାଜ । ତେବେ ଆଜି ସଂସଦରେ ପ୍ରାୟ ୧୫…
Read More...

ଜାମ୍ମୁ-କାଶ୍ମୀରରେ ସେନାକୁ ବଡ଼ ସଫଳତା: ୫ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି। କୁଲଗାମ ଜିଲାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟରେ ୫ ଆତଙ୍କୀ ନିପାତ ହୋଇଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ଶରୀରରେ ଗୁଳି ବାଜିଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ନିକଟ…
Read More...

ସଂସଦରେ ରାହୁଲ ଗାନ୍ଧୀ ଠେଲି ଦେବାରୁ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଆହତ

ନୂଆଦିଲ୍ଲୀ : ସଂସଦରେ  ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଆହତ । ରାହୁଲ ଗାନ୍ଧୀ  ଠେଲି ଦେବାରୁ ପଡିଗଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଏଭଳି ଅଭିଯୋଗ ଆଣିଲେ ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଆମ୍ବଲାନ୍ସ ଯୋଗେ   ମେଡିକାଲକୁ ନିଆଯାଇଛି । ଏହି…
Read More...

ମୁମ୍ବାଇ ଗେଟୱେ ଅଫ ଇଣ୍ଡିଆରୁ ଏଲିଫାଣ୍ଟ ଯାଉଥିବା ଓଲଟିଲା ବେଟ୍

ମୁମ୍ବାଇ : ମୁମ୍ବାଇ ଗେଟୱେ ଅଫ ଇଣ୍ଡିଆରୁ ଏଲିଫାଣ୍ଟ ଯାଉଥିବା ଓଲଟିଲା ବେଟ୍ । ବୋଟ୍ରେ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା  ବେଳେ ଓଲଟି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଛି । ୨୦ ଜଣଙ୍କୁ ଉଦ୍ଧାର  କରାଯାଇଥିବାବେଳେ ୩୯ ଜଣଙ୍କୁ ସନ୍ଧାନ କରାଯାଉଛି । ନୀଳକମଳ ନାମକ ଏହି ଘରୋଇ ବୋଟ୍ ଗେଟଓ୍ବେ ଅଫ୍…
Read More...