Browsing Tag

nepal flood

ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି, ୯୭୭ ଜଣ ଏବେ ବି ନିଖୋଜ

ନେପାଳର ରାସୁୱା ଜିଲ୍ଲାରେ ଭୟଙ୍କର ବନ୍ୟା ଯୋଗୁଁ ଶୁକ୍ରବାର ଦିନ ମୃତ୍ୟୁ ସଂଖ୍ୟା ୪୬୯ ରେ ପହଞ୍ଚିଛି । ସେହିଭଳି ୧,୫୪୫ ଜଣ ଆହତ ଏବଂ ଉଦ୍ଧାର ହୋଇଥିବା ନେପାଳ ପୋଲିସ କହିଛି। ସୂଚନା ଅନୁସାରେ, ଚିତୱାନ ଜିଲ୍ଲାରେ ସର୍ବାଧିକ ୧୭୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ପରେ ଏନପି ପୂର୍ବରେ…
Read More...

ନେପାଳ ବନ୍ୟା: ଦିଲ୍ଲୀର ଓଡ଼ିଶା ନିବାସରେ ସରକାର ଖୋଲିଲେ ନିୟନ୍ତ୍ରଣ କକ୍ଷ, ହେଲ୍ପଲାଇନ୍ ନମ୍ବର ଜାରି

ନେପାଳରେ ହୋଇଥିବା ଭୟଙ୍କର ବନ୍ୟା ପରେ ରାଜ୍ୟ ସରକାର ନୂଆଦିଲ୍ଲୀର ଓଡ଼ିଶା ନିବାସରେ ଏକ ନିୟନ୍ତ୍ରଣ କକ୍ଷ ଖୋଲିଛନ୍ତି। "ବିପଦରେ ଥିବା ଓଡ଼ିଶାର ବ୍ୟକ୍ତିମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ନୂଆଦିଲ୍ଲୀର ଓଡ଼ିଶା ନିବାସରେ ଏକ ୨୪ ଘଣ୍ଟା ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି ।…
Read More...