Browsing Tag

Nehal Modi

ପିଏନବି ଦୁର୍ନୀତି ମାମଲା, ଗିରଫ ହେଲେ ନେହାଲ ମୋଦୀ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଦୁର୍ନୀତି ମାମଲାରେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କୁ ଗିରଫ କରିଛି ଆମେରିକା ପୁଲିସ। ଆମେରିକା କୋର୍ଟ ଭାରତର ଇଡି ଓ ସିବିଆଇର ଅନୁରୋଧ କ୍ରମେ ଏହି ଗିରଫ କରିଛି । ଜୁଲାଇ ୪ ତଥା ଗତକାଲି ହିଁ ନେହାଲ ମୋଦୀଙ୍କୁ ଗିରଫ କରାଯାଇଛି । …
Read More...