Browsing Tag

NEGATIVE

ରାଜ୍ୟରେ ଆଉ ଜଣେ କୋରୋନା ଅକ୍ରାନ୍ତ ସୁସ୍ଥ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ଏବଂ ତାଙ୍କୁ ଡିସ୍‌ଚାର୍ଜ କରାଯିବ। ଏହାକୁ ମିଶାଇ ୩୩ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।
Read More...

କୋରୋନା ମୁକାବିଲା ପାଇଁ ସାମ୍ପଲ ଟେଷ୍ଟ ଆରମ୍ଭ,୧୩ଜଣିଆ ଟିମ ଗଠନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭୁବନଶ୍ୱେରରେ କୋରୋନା ମୁକାବିଲା ପାଇଁ ଆରମ୍ଭ ହେଲା ଟେଷ୍ଟ ପ୍ରକ୍ରିୟା । ଏଥିପାଇଁ ବିଏମସି ପକ୍ଷରୁ ୧୩ଜଣିଆ ଟିମ ଗଠନ କରାଯାଇଛି । ଏହି ଟିମରେ ପୋଲିସ, ଡାକ୍ତର, ଶିକ୍ଷକ ଓ ପରିମଳ କର୍ମଚାରୀ ସାମିଲ ରହିଛନ୍ତି । ଏହି ୧୩ଟି ଟିମରେ ୨ଟି ସିପ୍ଟିର ସାମ୍ପଲ…
Read More...

ସୁସ୍ଥ ହେଲେ ସୁନ୍ଦରଗଡ କୋରୋନା ଆକ୍ରାନ୍ତ,୪୦ ଚିକିତ୍ସାଧିନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ସୁସ୍ଥ ହେଲେ ସୁନ୍ଦରଗଡ କୋରୋନା ଆକ୍ରାନ୍ତ ବ୍ୟକ୍ତି । ଖୁବ ଶିଘ୍ର ଡିସଚାର୍ଯ୍ୟ ହୋଇ ଘରକୁ ଫେରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ଏହି କୋରୋନା ଆକ୍ରାନ୍ତକୁ ଲଗାଇ ସମୁଦାୟ ୧୯ଜଣ ଆକ୍ରାନ୍ତ ଭଲ…
Read More...