Browsing Tag

neeraj chhopra

ରେସଲରଙ୍କ ସମର୍ଥରେ ନୀରଜ ଓ ସାନିଆ

ଦିଲ୍ଲୀ:ଗତ କିଛି ଦିନ ହେଲା ଅଲମ୍ପିକ ସଂଘର କୁସ୍ତିଯେଦ୍ଧାମାନେ ଦିଲ୍ଲୀର ଜନତର ମନତରରେ ଧାରଣାରେ ବସିଛନ୍ତି । କୁସ୍ତିଯେଦ୍ଧା ଉପରେ ବର୍ଷିଛନ୍ତି ଆଇଓଏ ସଭାପତି ପ୍ରିତି ଉସା । ନକାରାତ୍ମକ ପ୍ରଚାର ଦେଶ ପାଇଁ ଆଦୌ ଭଲ ନୁହେଁ ବୋଲି ଉଷା କହିଛନ୍ତି । ଏବେ ରେସଲର ମାନଙ୍କ ସମର୍ଥନରେ…
Read More...

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଆଥଲେଟ ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ ଡାଇମଣ୍ଡ ଜିତିଛନ୍ତି। ଡାଇମଣ୍ଡ ଲିଗ ଫାଇନାଲରେ ୮୮.୪୪ ମିଟର ଜାଭଲିନ ଥ୍ରୋରେ ଶ୍ରୀ ଚୋପ୍ରା ଏହି ଟାଇଟେଲ ଜିତିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜୁରିଚରେ ଅନୁଷ୍ଠିତ ହୀରାଖଣ୍ଡ ଫାଇନାଲରେ ପ୍ରଥମରୁ ନୀରଜଙ୍କର ପ୍ରଦର୍ଶନ ଭଲ ରହିନଥିଲା। ପ୍ରଥମ…
Read More...

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଇତିହାସ ରଚିଲେ ନୀରଜ ଚୋପ୍ରା । ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ୮୯.୦୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ପ୍ରଥମ ଭାରତୀୟ ଭାବେ ଲୋଜାନ୍‌ ଡାଇମଣ୍ଡ ଲିଗ ରେ ପ୍ରଥମ ଉଦ୍ୟମରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏଥିସହ ସେ ଡାଇମଣ୍ଡ ଲିଗ ଫାଇନାଲକୁ କ୍ୱାଲିଫାଇ…
Read More...