ଆଜି ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ, ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଉପରେ ହୋଇପାରେ ଚୂଡ଼ାନ୍ତ ଆଲୋଚନା
ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀରେ ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ । ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଉପରେ ହୋଇପାରେ ଚୂଡ଼ାନ୍ତ ଆଲୋଚନା । ଆସନ୍ତା ୨୧ ତାରିଖରେ ନାମାଙ୍କନ ଦାଖଲ କରିବେ ଏନଡିଏ ପ୍ରାର୍ଥୀ । NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ…
Read More...
Read More...