Browsing Tag

NCW

ବଙ୍ଗରେ ଓଡିଆ ଝିଅ ଦୁଷ୍କର୍ମ ମାମଲା, NCW ଅଧ୍ୟକ୍ଷାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ଵର: NCW ଅଧ୍ୟକ୍ଷାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । NCW ଦୁର୍ଗାପୁର ଘଟଣାକୁ ଗୁରୁତର ସହ ନେଇଛନ୍ତି ‘ଏକ୍ସ’ରେ ଲେଖିଲେ । NCW ସ୍ବତନ୍ତ୍ର ଟିମ୍‌ ମେଡିକାଲ୍‌କୁ ପଠାଇ ତଥ୍ୟ ସଂଗ୍ରହ କରିଛନ୍ତି । ନିରପେକ୍ଷ ତଦନ୍ତ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ…
Read More...

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ

ଭୁବନେଶ୍ୱର-: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ । ଘଟଣାକୁ ନେଇ ଉଦ୍‌ବେଗ୍‌ ପ୍ରକାଶ କରିବାସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି କମିଶନ । ଜାତୀୟ ମହିଳା କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୋଲିସ…
Read More...