Browsing Tag

NCP

ମହାରାଷ୍ଟ୍ର ରାଜନୀତି: ଶରଦଙ୍କ ହାତ ଛାଡ଼ି ଅଜିତ ଗୋଷ୍ଠୀରେ ସାମିଲ ହେଉଛନ୍ତି ନେତା

ରିପୋଟର୍ସ ଟୁଡେ ବ୍ୟୁରୋ:   କମୁଛି ଶରଦଙ୍କ ପାୱାର । ଶରଦଙ୍କ ଗୋଷ୍ଠୀର ଜଣେ ପରେ ଜଣେ ନେତା ଏବେ ଅଜିତଙ୍କ କ୍ୟାମ୍ପରେ ସାମିଲ ହେଉଛନ୍ତି । ଯାହା ଏବେ ଶରଦଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେସୁଦ୍ଧା ଏନସିପି କାହା ଅକ୍ତିଆରକୁ ଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଦଳର ବିଧାୟକ ଶରଦଙ୍କ…
Read More...

ନା ଟାୟାର୍ଡ ହୋଇଛି ନା ରିଟାୟାର୍ଡ ହୋଇଛି: ଶରଦ ପାୱାର

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠାତା ଶରଦ ପାଓ୍ବାର ଏବେ ନିଜର ଦଳର ନିୟନ୍ତ୍ରଣକୁ ବଜାୟ ରଖିବାକୁ ସଂଗ୍ରାମ କରୁଛନ୍ତି । ଶନିବାର ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ବକ୍ତବ୍ୟକୁ ଉଦ୍ଧାର କରି କହିଛନ୍ତି ଯେ ନା ସେ ଟାୟାର୍ଡ ହୋଇଛନ୍ତି…
Read More...

ପାୱାର ବନାମ ପାୱାର: ଶରଦଙ୍କୁ ଝଟକା, ଅଜିତ ହେଲେ ସଭାପତି

ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଏନସିପି ବନାମ ଏନସିପି କ୍ଷମତା ସଂଘର୍ଷ ଆଜି ନୂଆ ମୋଡ଼ ନେଇଛି। ଶରଦ ପାୱାରଙ୍କୁ ଆଜି ଆଉ ଏକ ବଡ଼ ଝଟ୍କା ଲାଗିଛି। ତାଙ୍କ ଅଜାଣତରେ ବିଦ୍ରୋହୀ ଗୋଷ୍ଠୀ ତାଙ୍କୁ ଏନସିପି ସଭାପତି ପଦରୁ ହଟାଇ ଦେଇଛନ୍ତି। ବିଦ୍ରୋହର ୨ ଦିନ ପୂର୍ବରୁ ଜୁନ୍ ୩୦…
Read More...

ଅଜିତଙ୍କୁ ଝଟକା; ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିବା ୨ ବିଧାୟକ ନେଲେ ୟୁ-ଟର୍ନ

ମୁମ୍ବାଇ: ମହାରାଷ୍ଟ୍ରରେ ବଡ ରାଜନୈତିକ ଅସ୍ଥିରତା ପରେ ଏବେ ୟୁ-ଟର୍ନର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅଜିତ ପାୱାରଙ୍କ ସହ ବିଦ୍ରୋହ କରିଥିବା ଦୁଇ ଜଣ ବିଧାୟକ ଏବେ ଘରକୁ ଫେରିଛନ୍ତି। ଅଜିତ ପାୱାରଙ୍କ ସମର୍ଥକ ବିଧାୟକ ଦିଲୀପ ମୋହିତ ପାଟିଲ ସୋମବାର (ଜୁଲାଇ ୩) ଦାବି କରିଛନ୍ତି ଯେ ଅଜିତ…
Read More...

ଶରଦ ପାୱାରଙ୍କ ବଡ ଦାବି; ତିନି ମାସ ମଧ୍ୟରେ ଯାଇଥିବା ସମସ୍ତ ବିଧାୟକ ଫେରିବେ

ନୂଆଦିଲ୍ଲୀ: ଏନସିପି ନେତା ଅଜିତ ପାୱାରଙ୍କ ବିଦ୍ରୋହ ମଧ୍ୟରେ ଶରଦ ପାୱାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଅଜିତ ପାୱାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ ଯେଉଁମାନେ ମୋତେ ଛାଡିଛନ୍ତି ସେମାନେ ନିର୍ବାଚନରେ ହାରି ସାରିଛନ୍ତି। ସେ କହିଛନ୍ତି ଯେ…
Read More...

ମହାରାଷ୍ଟ୍ରର ମହା ପଲିଟିକ୍ସ, ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ରରରେ ମହା ପଲିଟିକ୍ସ ଦେଖିବାକୁ ମିଳିଛି । ରାଜଭବନରେ ପହଞ୍ଚିଛନ୍ତି ଏନ୍ସିପି ନେତା ଅଜିତ ପାୱାର । ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକଙ୍କ ସହ ରାଜଭବନ ପହଂଚି ସିନ୍ଦେ ସରକାରରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ…
Read More...