ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ NBW ଜାରି କଲେ କୋର୍ଟ
କଟକ :ଅନୁଭବଙ୍କ ନାଁରେ NBW ଜାରି। ଅନୁଭବଙ୍କ ବିରୋଧରେ କଟକ ଜେଏମଏଫସି ଜାରି କରିଛି NBW(ଜାମିନ ବିହୀନ ଗିରଫ ପରୱାନା)। ପୁରୀଘାଟ ଥାନାରେ ରୁଜୁ ମାମଲାରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା, ହେଲେ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ । ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ…
Read More...
Read More...