ନୟାଗଡ ଜିଲ୍ଲାର ମାଟି ତଳେ ଅଛି ଲିଥିୟମ ଭଳି କ୍ରିଟିକାଲ ମିନେରାଲ !
ନୟାଗଡ; ଓଡିଶାରେ ଅଛି ଲିଥିୟମ ! ନୟାଗଡ ଜିଲ୍ଲାର ମାଟି ତଳେ ଅଛି ଲିଥିୟମ ଭଳି କ୍ରିଟିକାଲ ମିନେରାଲ । ଏନେଇ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆକୁ ସଙ୍କେତ ମିଳିଛି । ମାଟି ତଳେ ମୂଲ୍ୟବାନ ସାମଗ୍ରୀ ବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର ହେଉଛି । ଏଆଇ କହିବ…
Read More...
Read More...