Browsing Tag

nayagardh

ନୟାଗଡ଼ରୁ 12  ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର

ନୟାଗଡ଼ : ନୟାଗଡ଼ରୁ 12  ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର। ଘରେ ପଶି ଫଣା ଟେକି 5 ଫୁଟ ଉଚ୍ଚତାରେ ଠିଆ ହୋଇ ଶିକାର କରିବା ପାଇଁ  କରୁଥିଲା ଯୋଜନା। ନବଘନପୁର ଗାଁର ପ୍ରଶନ୍ନ  ବାରିକଙ୍କ ଘରେ ସାପଟି ଥିବା ଖବର ପାଇ ନୟାଗଡ଼ ସ୍ନେକ ରେସ୍କୁ ଟିମ ସଦସ୍ୟ ଅଧିକାରୀ ବେହେରା, ବାବୁଲ ପାତ୍ର…
Read More...

କାର ନଦେବାରୁ ବୋହୁକୁ ମାରିଦେଲା ଶାଶୁଘର ଲୋକ

ନୟାଗଡ: ଝିଅଟି ଯେତେବେଳେ ବାହା ହୋଇଥାଏ ଆଖିରେ ବହୁ ସ୍ପପ୍ନନେଇ ଶାଶୁଘରକୁ ଯାଏ । ବାହାଘରକୁ ବାପା ସବୁ ପ୍ରକାର ପ୍ରୟାସ କରି ଜିନିଷ ଦେଇଥାଏ ଯେପରି ତା ଝିଅଟି ସବୁବେଳେ ଖୁସିରେ ରହୁ । ବାପାଟି ତା ଜୀବନର ସବୁ ପୁଞ୍ଜି ଝିଅ ବାହାଘରରେ ଖର୍ଚ୍ଚ କରିଦିଏ । ତେବେ ଯଦି କିଛି ଯୌତୁକ ନ ଦେଇ ପାରେ…
Read More...