ନୟାଗଡ ଜିଲ୍ଲା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପିଲା ଚୋରି ଘଟଣାରେ ନୂଆ ଟ୍ୱିଷ୍ଟ
ନୟାଗଡ; ନୟାଗଡ ଜିଲ୍ଲା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପିଲା ଚୋରି ଘଟଣା । ସାମ୍ନାକୁ ଆସିଛି ନୂଆ ଟ୍ୱିଷ୍ଟ । ମେଡିକାଲରୁ ପିଲା ଚୋରି ଖବର ମିଛ ବୋଲି ସ୍ପଷ୍ଟ କଲେ ସିଏଚସି ଅଧୀକ୍ଷକ । ମେଡାକାଲରେ ମହିଳାଙ୍କ ପ୍ରସବ ହୋଇନାହିଁ କହିଲେ ଅଧୀକ୍ଷକ । ଏଠାରେ ପ୍ରସବ ଓ ପିଲା ଚୋରି…
Read More...
Read More...