Browsing Tag

Naxal

ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା

ଛତିଶଗଡ଼-: ଯବାନଙ୍କୁ ମିଳିଲା ବଡ଼ ସଫଳତା । ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଗଡ଼ ବୋଲାଉଥିବା କାରେଗୁଟ୍ଟା ଜଙ୍ଗଲ ଏବେ ଯବାନଙ୍କ ଅକ୍ତିଆରରେ । ଏ ନେଇ ଯବାନଙ୍କ ପକ୍ଷରୁ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି । ଯେଉଁଥିରେ ଜଣେ ଅଧିକାରୀ…
Read More...

୫ ଦିନ ଧରି ସର୍ଚ୍ଚ ଅପରେସନ ବେଳେ ମାଓ ବଙ୍କର ଠାବ କଲେ ଯବାନ

ମାଲକାନଗିରି-: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ପୁଣି ଏକ ମାଓ ବଙ୍କର ଠାବ କରିଛନ୍ତି ସୁରକ୍ଷାବାହିନୀ । ସୁକମା ସୀମାନ୍ତବର୍ତ୍ତୀ ଜଙ୍ଗଲରେ ନକ୍ସଲ ଲୁଚି ରହିବା ପାଇଁ ମାଓ ସଂଗଠନ ପକ୍ଷରୁ ଏହି ବଡ଼ ବଙ୍କର ନିର୍ମାଣ କରାଯାଇଥିଲା । ୫ ଦିନ ଧରି ସର୍ଚ୍ଚ ଅପରେସନ…
Read More...

ଶାନ୍ତି ପୂର୍ଣ୍ଣ କଥାବାର୍ତ୍ତା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ

ଛତିଶଗଡ଼-: ଦିନକୁ ଦିନ ମାଓବାଦୀ ସଙ୍ଗଠନ ଦୁର୍ବଲ ହେଉଥିବା ବେଳେ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀ ସଙ୍ଗଠନ ପ୍ରସ୍ତୁତ ବୋଲି ଅନୁରୋଧ କରିଛନ୍ତି । ଯବାନଙ୍କ ପକ୍ଷରୁ ଛତିଶଗଡ଼ରେ ବଡ଼ ଅପରେଶନ ଚାଲିଥିବା ବେଳେ ଅପରେସନ ବନ୍ଦ କରିବାକୁ ନିବେଦନ କଲେ ମାଓବାଦୀ । ଶାନ୍ତି…
Read More...

ନକ୍ସଲ କମାଣ୍ଡର ବିବେକ ଏବଂ ଅରବିନ୍ଦ ଯାଦବ ନିହତ

ଝାଡ଼ଖଣ୍ଡ-: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ନକ୍ସଲଙ୍କୁ ବଡ଼ ଝଟକା ।  ପୋଲିସ ଏବଂ ସିଆରପିଏଫ ର ମିଳିତ  ଟିମ୍‌ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ୧୦ରୁ ଅଧିକ ନକ୍ସଲ ନିହତ ହୋଇଥିବା ବେଳେ ପ୍ରାୟ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ନିହତ ନକ୍ସଲଙ୍କ ମଧ୍ୟରୁ ଅନେକଙ୍କ ଅନେକ…
Read More...