ମଧ୍ୟପ୍ରଦେଶ ମନ୍ଦିର ଦୁର୍ଘଟଣାରେ ୧୪ ଭକ୍ତଙ୍କ ମୃତ୍ୟୁ ନେଇ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ
ଭୁବନେଶ୍ୱର: ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲା ଅନ୍ତର୍ଗତ ଶୀତଳା ମାତା ମନ୍ଦିର ନିକଟରେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ ୧୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ଦିନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ରବିବାର ସକାଳେ ଏକ…
Read More...
Read More...