ନାଁ ନନେଇ ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବାଣ ମାରିଲେ ଶ୍ରୀମୟୀ ମିଶ୍ର
ଲେଖିଛନ୍ତି ପ୍ରକୃତ ମହାନତା କୌଣସି ପଦବୀକୁ ଅନ୍ତିମ ସମୟ ଯାଏଁ ଧରି ରଖିବାରେ ନାହିଁ, ବରଂ ତ୍ୟାଗ ଓ ମାର୍ଗଦର୍ଶନ ଦେଇ ସମ୍ମାନର ସହ ବିଦାୟ ନେବାରେ ଥାଏ । ଯେଉଁମାନେ ନିଜଠୁ ଆରମ୍ଭ ଓ ଶେଷ ବୋଲି ଧରିନେଇଥାନ୍ତି, ସେମାନଙ୍କ ପ୍ରତି ଲୋକଙ୍କ ମନରେ ସମ୍ମାନ ଅପେକ୍ଷା କ୍ଷୋଭ ଓ ବିରକ୍ତି ହିଁ…
Read More...
Read More...