Browsing Tag

Naveen Patnaik

ରୌପ୍ୟ ପଦକ ଜିତିଥିବା କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ…
Read More...

୭୮ ବର୍ଷରେ ନବୀନ : ଓଡ଼ିଶା ପ୍ରଗତିର ଅପ୍ରମିତ ବିନ୍ଧାଣ , ରାଜ୍ୟବାସୀ ତାଙ୍କ ମଥାରେ ଦେଇଛନ୍ତି ଅପରାଜେୟର ବିଜୟ ତିଲକ

କ୍ଷମତା ରାଜନୀତିର ସମ୍ଭ୍ରାନ୍ତ ଅଳିନ୍ଦରେ ଆତଯାତ ହୋଇ ସୁଦ୍ଧା ରାଜନୀତିରୁ ନିରାପଦ ଦୂରତା ଅବଲମ୍ବନ କରୁଥିବା ନବୀନଙ୍କ ପ୍ରତ୍ୟକ୍ଷ ରାଜନୀତିର ପ୍ରବେଶ ପ୍ରସଙ୍ଗ ଏକ ସମୟରେ ଥିଲା ଅକଳ୍ପନୀୟ। ଆକସ୍ମିକ ଭାବରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର…
Read More...

ଗତ ମାସ ବଡ ଭଉଣୀ ଗୀତା ମେହେଟାଙ୍କ ବିୟୋଗ ହୋଇଥିବାରୁ ଜନ୍ମଦିନ ପାଳିବେନି ମଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତ ମାସ ରେ ବଡ ଭଉଣୀ  ଗୀତା  ମେହେଟା  ଙ୍କ  ବିୟୋଗ   ହୋଇଥିବାରୁ   ମୁଖ୍ୟମନ୍ତ୍ରୀ  ଚଳିତ  ବର୍ଷ ଜନ୍ମ୍  ଦିବସ  ପାଳନ  କରିବେ  ନାହିଁ  ।ତେଣୁ ଶୁଭେଚ୍ଛା  ଜଣାଇବାକୁ  ନବୀନ  ନିବାସ ନ  ଆସିବାକୁ ମୁଖ୍ୟମନ୍ତ୍ରୀ     ନବୀନ  ପଟନାୟକ  ଶୁଭେଚ୍ଛୁ  ମାନଙ୍କୁ  ଅନୁରୋଧ …
Read More...

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ , ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା

ଭୁବନେଶ୍ବର :  ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ…
Read More...

କୃଷି ବୈଜ୍ଞାନିକ ଡକ୍ଟର ଏମ୍.ଏସ ସ୍ୱାମୀନାଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପ୍ରଖ୍ୟାତ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଲବର ଜନକ ଡକ୍ଟର ଏମ୍. ଏସ ସ୍ୱାମୀନାଥନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତରେ ସବୁଜ ବିପ୍ଲବର ଜନକ ଥିଲେ ସ୍ୱାମୀନାଥନ । ଦେଶରେ କୃଷିକ୍ଷେତ୍ରର ବିକାଶରେ ସେ ନେଇଥିଲେ ପ୍ରମୁଖ ଭୂମିକା, ଯାହା…
Read More...

ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ଛିଡା ହେଲା ଭଳି ବିରୋଧି ମୁଁ କାହାକୁ ଦେଖିପାରୁନି : ପ୍ରଭୁ ଚାୱାଲା

ଭୁବନେଶ୍ୱର: ଓଡିଶାର ରାଜନିତୀରେ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ଛିଡା ହେଲା ଭଳି  ବିରୋଧି ଦଳରେ   ମୁଁ କାହାକୁ ମଧ୍ୟ ଦେଖିପାରୁ ନାହିଁ। ମୁଁ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଯାଦୁ କଣ ଜାଣିପାରିଲି ନାହିଁ । ସେ ଏଭଳି ଜଣେ ନେତା ଯିଏ  ହାତ ହଲାଇ କମ୍ କଥା କହି ଅଧିକ ଭୋଟ୍   ପାଉଛନ୍ତି…
Read More...

ଆଜି ବସ ଟର୍ମିନାଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ: ଆଜି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ । ଅପରାହ୍ନ ୪ଟା ୩୦ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ ଟର୍ମିନାଲ ସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଥିବା ୧୨ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସମସ୍ତ…
Read More...

ପୁରୀ ପୌରପାଳିକା ଲିଜ୍ ଜମି ଗୁଡିକ ହେବ ନିୟମିତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସଂପର୍କରେ 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ଆଜି ଏ ସଂପର୍କରେ…
Read More...

ଯଯାତି କେଶରୀ ନାଁରେ ଯାଜପୁର ମେଡିକାଲ କଲେଜ ନାମିତ

ଯାଜପୁର : ଯାଜପୁର ମେଡିକାଲ କଲେଜର ନାମକରଣ । ଯଯାତି କେଶରୀ ମେଡିକାଲ କଲେଜ ନାଁରେ ହେଲା ନାମିତ । ଓଡିଶା ପ୍ରସିଦ୍ଧ ସୋମବଂଶୀ ରାଜା ହେଉଛନ୍ତି ଯଯାତି କେଶରୀ । ଯଯାତିଙ୍କ ନାଁରେ ନାମିତ ହେଲା ଯାଜପୁର ମେଡିକାଲ କଲେଜ । ନାମକରଣକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ…
Read More...

ଏସିଆନ ଗେମ୍ସ ୧୩ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିଆ ଗେମ୍ସ ପାଇଁ ଚୟନ ହୋଇଥିବା ଓଡ଼ିଆ ଖେଳାଳିଙ୍କୁ ସହାୟତା ରାଶି ପ୍ରଦାନ  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୩ଜଣ ଖେଳାଳିଙ୍କୁ ୧୦ ଲକ୍ଷ ଖୋଏ ଆର୍ଥିକ ସହୟତା ରାଶି ଘୋଷଣା ହୋଇଛି । ଟ୍ରେନିଂ, ପ୍ରସ୍ତୁତି ଓ ଅଂଶ ଗ୍ରହଣ ପାଇଁ ଏହି ସହାୟତା ଘୋଷଣା କରାଯାଇଛି ।…
Read More...