Browsing Tag

Naveen Patnaik

ଦ୍ବିତୀୟ ବିଶ୍ବଯୁଦ୍ଧର ୮୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀ ସ୍ଥିତ ଋଷ ଦୂତାବାସରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ…

ନୂଆଦିଲ୍ଲୀ-: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପରାକ୍ରମି ପାଇଲଟ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିଛି ଋଷ ସରକାର । ଦ୍ବିତୀୟ ବିଶ୍ବଯୁଦ୍ଧର ୮୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀ ସ୍ଥିତ ଋଷ ଦୂତାବାସରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମଫଳକ ଉନ୍ମୋଚନ ହେବା ସହ ପଦକ ପ୍ରଦାନ କରାଯାଇଛି ।…
Read More...

ସୁବର୍ଣ୍ଣପୁର ଜିଲ୍ଲା ବିଧାୟକ ନିରଞ୍ଜନ ପୂଜାରୀ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ଜିଲ୍ଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ତଥା ଓଡ଼ିଶାର ପ୍ରଭାବଶାଳୀ ନେତା ଭାବେ ବେଶ ପରିଚିତ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ।…
Read More...

‘ଅପରେସନ ସିନ୍ଦୁର’ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର-: ପହଲଗାମ ଆକ୍ରମଣ ପରେ ଭାରତ 'ଅପରେସନ ସିନ୍ଦୁର' ମାଧ୍ୟମରେ ପାକିସ୍ତାନ ଉପରେ ଉଚିତ୍ ପ୍ରତିଶୋଧ ନେଇଛି । ପାକିସ୍ତାନ ଏବଂ ପିଓକେ ଉପରେ ଆକ୍ରମଣ କରି ୯ଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଛି ଭାରତ । ତେବେ ଭାରତୀୟ ସେନାର ’ଅପରେସନ ସିନ୍ଦୁର’କୁ ନେଇ ପ୍ରତିକ୍ରିୟା ରଖିଛନ୍ତି…
Read More...

୪/୫ ଜଣଙ୍କ ଯୋଗୁଁ ବିଜେଡି ଦଳ ବଦନାମ ହେଲା

ଭୁବନେଶ୍ୱର-: ଭୁବନେଶ୍ୱରରେ ପଦାରେ ପଡିଲା ବିଜେଡି କନ୍ଦଳ । ରାତି ଅଧରେ ସଞ୍ଜୟ ଦାସ ବର୍ମାଙ୍କୁ ଘେରିଲେ ଅମରେଶ ଜେନାଙ୍କ ସମର୍ଥକ । ଖାରବେଳ ନଗର ସ୍ଥିତ ବାସଭବନରେ ପ୍ରବଳ ହୋହଲ୍ଲା ଦେଖାଦେଇଛି । ରାଜ୍ୟ ପରିଷଦ ସଦସ୍ୟ ତାଲିକାରୁ ବାଦ ପଡିଛନ୍ତି ଅମରେଶ । ଦଳର କାର୍ଯ୍ୟକାରିଣୀରୁ ଅମରେଶ…
Read More...

ମୋତେ ଲାଗେ ନବୀନଙ୍କ ପାଇଁ ‘ଚୁପ୍ ସଇତାନ’ ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ

ବ୍ୟୁରୋ-: ବିଜୁ ଜନତା ଦଳ (ବିଜେଡି) ଭିତରେ ଅସନ୍ତୋଷ ଦେଖାଦେଇଛି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଦ୍ୱାରା ୱାକଫ (ସଂଶୋଧନ) ବିଲ୍‌, ୨୦୨୫କୁ ସମର୍ଥନ କରାଯିବା ପରେ ଏହି ସ୍ଥିତି ସୃଷ୍ଟି ହୋଇଛି । ବିଜେଡିର ଆଭିମୁଖ୍ୟକୁ ନେଇ ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ ବିଧାୟକ ସୌମ୍ୟ…
Read More...

ପାଣ୍ଡିଆନ ପାଈଁ ଲୋକପ୍ରିୟ ସରକାର ଚାଲିଗଲା : ପ୍ରସନ୍ନ ପାଟ୍ଟଶାଣୀ

ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପଟ୍ଟଶାଣୀଙ୍କ ବଡ ବୟାନ କହିଲେ ମୁଁ ବିଜେଡି ଲୋକ । ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦୁର୍ଭାଗ୍ୟ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି । ଅମର ଶତାପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି ।…
Read More...

ନବୀନଙ୍କୁ ସାକ୍ଷାତ କଲେ ଭାରତୀୟ ହକି ଟିମ : କହିଲେ ଓଡିଶାବାସୀଙ୍କ ସମର୍ଥନ ହିଁ ପ୍ରେରଣା ଓ ଶକ୍ତି ଯୋଗାଇଛି

ଭୁବନେଶ୍ୱର : ନବୀନ ନିବାସରେ ପହଁଚିଲେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଟିମ । ଓଡିଶାବାସୀଙ୍କ ସମର୍ଥନ ଦେଶ ପାଇଁ ଗୌରବ ଆଣିଦେଇଥିବା କହିଛନ୍ତି ଖେଳାଳି । ଓଡ଼ିଶାର ସହଯୋଗ କାରଣରୁ ହକି ତାର ହୃତ୍ଗର୍ବ ଫେରିପାଇଥିବା ମଧ୍ୟ କହିଛନ୍ତି । ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ…
Read More...

‘ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର’ : ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର: ‘ରାଜ୍ୟ ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର   । ନାଁ ପରିବର୍ତ୍ତନ କରି ସରକାର ବାହାବା ନେବାକୁ ଚାହୁଁଛନ୍ତି । ବିଜେପି ସରକାର ପୂର୍ବ ବିଜେଡି ସରକାରର ୮୦ ପ୍ରତିଶତରୁ ଅଧିକ ଯୋଜନା ଆପଣାଇଛନ୍ତି । ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି । ସୁଭଦ୍ରା…
Read More...

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନବୀନ ।ଚଳିତ ନିର୍ବାଚନରେ ବିଜେଡଇର ଦୁର୍ଗ ଭାଙ୍ଗିଯାଇଛି । ଦଳକୁ ମାତ୍ର ୫୧ଟି ଆସନ ମିଳିଛି । ଏମିତିକି ଖୋଦ ମୁଖ୍ୟମନ୍ତ୍ରୀ ୨ଟି ଆସନରେ ଲଢିଥିବାବେଲେ ଗୋଟିଏ ଆସନରେ…
Read More...

ଦକ୍ଷିଣ ଓଡିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର:ଆଜି ଦକ୍ଷିଣ ଓଡିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଗସ୍ତକୁ ଦୃଷ୍ଟରେ ରଖି ଜୋରଦାର ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ ପରେ ଜୟପୁର ଯାଇ ଏକ ସାଧାରଣ ସଭା କରିବେ । ପରେ ନବରଙ୍ଗପୁରରେ…
Read More...