ବସ୍ ଷ୍ଟାଣ୍ଡରେ ଲାଗିଲା ନବୀନ ପଟ୍ଟନାୟକଙ୍କ ‘ନିଖୋଜ’ ପୋଷ୍ଟର; ବିଜେପି-ବିଜେଡି ମଧ୍ୟରେ ବାକ୍ଯୁଦ୍ଧ
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବସ୍ ଷ୍ଟାଣ୍ଡରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଏକ 'ନିଖୋଜ' ପୋଷ୍ଟର ଲଗାଯାଇଛି। ଏହାକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି।
ବାତ୍ୟା ଜନିତ…
Read More...
Read More...