ନେପାଳରେ ପ୍ରକୃତିର ତାଣ୍ଡବ: ବନ୍ୟା ଓ ଭୂସ୍ଖଳନରେ ୫ ମୃତ, ୨୮ ନିଖୋଜ
କାଠମାଣ୍ଡୁ: ନେପାଳରେ ପ୍ରକୃତିର ତାଣ୍ଡବ । ଭାରତର ଅନେକ ରାଜ୍ୟ ଏବେ ବି ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଥିବାବେଳେ ପଡୋଶୀ ରାଷ୍ଟ୍ର ନେପାଳରେ କିନ୍ତୁ ବର୍ଷା ଦାଉ ସାଜୁଛି । ଏଠାରେ ମୌସୁମୀ ଯୋଗୁଁ ଭୀଷଣ ବର୍ଷା ହେବା ଫଳରେ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ହୋଇଛି । ଫଳରେ ୫ଜଣଙ୍କର ମୃତ୍ୟୁ…
Read More...
Read More...