ଦେଓମାଳିରେ କଟେଜ ନିର୍ମାଣକୁ ମନା,NGTରେ ରୁଜୁ ହେଲା ମାମଲା
କୋରାପୁଟ: ଜୈବ ବିବିଧତା ଐତିହ୍ୟସ୍ଥଳୀ ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଦେଖାଦେଇଛି ଅସୁବିଧା । ଦେଓମାଳି ଶିଖରରେ ପ୍ରାୟ ୨୬ ଏକରର ଜଙ୍ଗଲ ଜମିରେ ସ୍ଥାୟୀ କଂକ୍ରିଟ ନିର୍ମାଣକୁ ବିରୋଧ କରାଯାଇଛି । ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା ପକ୍ଷରୁ ଏହି ମାମଲାକୁ NGTରେ ରୁଜୁ କରାଯାଇଛି…
Read More...
Read More...