Browsing Tag

National

ଆଜିଠୁ ଦିଲ୍ଲୀରେ ଉପଲବ୍ଧ ହେବ COCKTAIL DRUG: କେବଳ ଗୋଟିଏ ଡୋଜ୍ କରିବ କୋଭିଡ ଚିକିତ୍ସା

ନୂଆଦିଲ୍ଲୀ ୨୭/୫: କରୋନା ଭାଇରସକୁ ମୂଳୋତ୍ପାଟନ କରିବାର ମୂଳ ଅସ୍ତ୍ର COCKTAIL DRUG, ଭାରତର ଡାକ୍ତରଖାନାଗୁଡ଼ିକରେ ବ୍ୟବହାର କରିବାକୁ ପ୍ରସ୍ତୁତ ଅଛି । ପ୍ରଥମ କରି ଏହା ରାଜଧାନୀ ଦିଲ୍ଲୀରେ ଆଜିଠାରୁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଏହି ଆଣ୍ଟିବଡି ଔଷଧ ସୋମବାର ଦେଶରେ ଲଞ୍ଚ…
Read More...

ସିଦ୍ଧୁ-କ୍ୟାପଟେନ୍ ବିବାଦ ଛିଡୁନି : ଉପମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ ପୂର୍ବତନ କ୍ରିକେଟର

ପଞ୍ଜାବ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଏମାନଙ୍କ ମଧ୍ୟରେ କନ୍ଦଳ ଲାଗିରହିଛି । ଯାହାକି ଏବେ ଜାତୀୟ ଦଳ ପାଇଁ ଚିନ୍ତା ବଢାଇଦେଇଛି । ଦଳ ଆଶଙ୍କା କରୁଛି ଯେ…
Read More...

ସ୍କୁଲରେ ଭୟଙ୍କର ବୋମା ବିସ୍ଫୋରଣ:୨୫ ଜଣଙ୍କ ମୃତ୍ୟୁ, ୫୨ ଗୁରୁତର

ରିପୋଟର୍ସଟୁଡେ: କ୍ଳାସ୍‌ରେ ଚାଲିଥିଲା ପାଠପଢା । ହଠାତ୍‌ ଭୟଙ୍କର ବିସ୍ଫୋରଣରେ ଥରିଉଠିଲା ସାରା ଅଞ୍ଚଳ ଆଉ ନିମିସକେ ଛାରଖାର ହୋଇଗଲା ସ୍କୁଲ । ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ବିସ୍ଫୋରଣ ଘଟିଛି । ଭୟଙ୍କର ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଥିବା…
Read More...

ଲକଡାଉନ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଲେ ରାହୁଳ

ନୂଆଦିଲ୍ଲୀ : ଭାରତରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରୁଥିବାବେଳେ ଆଜି ରାହୁଳ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ଲକଡାଉ କରିବାକୁ ପରାମର୍ଶ ଦେଇଛନ୍ତି । ରାହୁଲ କହିଛନ୍ତି ଯେ, କରୋନା ରୋକିବାର ଉପାୟ ହେଉଛି ଲକଡାଉନ । ଟ୍ୱିଟ କରି ରାହୁଳ ଗାନ୍ଧୀ କହିଛନ୍ତି ଯେ, ଭାରତ…
Read More...

ଧରାପଡିଲା ବାଙ୍ଗାଲୋର କଣ୍ଡକ୍ଟରଙ୍କ ମିଛ

ବାଙ୍ଗାଲୋର (ରିପୋର୍ଟସ ଟୁଡ଼େ): କିଛି ଦିନ ତଳେ କର୍ଣ୍ଣାଟକର ଜଣେ ବସ କଣ୍ଡକ୍ଟର ୟୁପିଏସସି ପରୀକ୍ଷାର ପ୍ରି ଓ ମେନ୍ ପରୀକ୍ଷାରେ ସଫଳତା ହାସଲ କରିବା ଘଟଣା ସାରାଦେଶରେ ଭାଇରାଲ ହୋଇଥିଲା| ଜାତୀୟ ଗଣମାଧ୍ୟମର ବାଙ୍ଗାଲୋର ମିରରରେ ପ୍ରକାଶିତ ଖବର ଅନୁସାରେ ବିଏମ୍‌ଟିସିରେ କାମ କରୁଥିବା ମଧୁ…
Read More...