Browsing Tag

National

ଇକୋ ଫ୍ରେଣ୍ଡଲି ଅଭିଯାନ ଆରମ୍ଭ, ପ୍ଲାଷ୍ଟିକ ବଦଳରେ କାଗଜ ବ୍ୟାଗର ଉପଲବ୍ଧ ହେବ ଜଳ

ହାଇଦ୍ରାବାଦ: ପରିବେଶ ପ୍ରଦୂଷଣକୁ ରକ୍ଷା କରିବା ପାଇଁ ହାଇଦ୍ରାବାଦ ଷ୍ଟାର୍ଟ ଅପ ପରିବେଶ ନେଇଛି ନୂଆ ପଦକ୍ଷେପ । ଏବେ ଲୋକମାନେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିବା ବଦଳରେ ଇକୋ ଫ୍ରେଣ୍ଡଲି ବୋତଲ ପ୍ରସ୍ତୁତ କରାଯାଇଛି । ଏବେ ପ୍ଳାଷ୍ଟିକ ବଦଳରେ କାଗଜ ବ୍ୟାଗରେ ଦିଆଯିବ ପାଣି । କାଗଜ ବ୍ୟାଗ…
Read More...

ୟୁପି ବିଧାନସଭା ନିର୍ବାଚନରେ ୧୦୦ ଆସନରେ ନିର୍ବାଚନ ଲଢ଼ିବ ଓୱେସୀଙ୍କ AIMIM ଦଳ

ନୂଆଦିଲ୍ଲୀ ୨୭/୦୬ : ଅଲ ଇଣ୍ଡିଆ ମଜଲିସ୍ ଏ ଇତ୍ତେହାଦୁଲ ମୁସ୍ଲିମିନ ଆଇମିଂ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ରବିବାର ଦିନ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ହେବାକୁଥିବା ଆଗାମୀ ବିଧାନସଭା ନିର୍ବାଚନରେ ୧୦୦ ଆସନରେ ତାଙ୍କ ଦଳ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଏହା ସହିତ ସେ କହିଛନ୍ତି ଯେ ଏହି…
Read More...

ଅର୍ଜୁନକୁ ପୋଷ୍ୟଭାବେ ଗ୍ରହଣ କଲେ ରାହୁଲ

ହୁବଲି : କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ୫୧ତମ ଜନ୍ମଦିନରେ କର୍ଣ୍ଣାଟକ ରାଜ୍ୟ ଅନ୍ତର୍ଗତ ବିଜୟନଗର ଜିଲ୍ଲାରେ କଂଗ୍ରେସ ପାର୍ଟିର ଦଳେ କର୍ମୀ ହାମ୍ପିସ୍ଥିତ ‘ଅଟଳବିହାରୀ ବାଜପେୟୀ ଜୁଲୋଜିକାଲ୍ ପାର୍କ’ରେ ଥିବା ଅର୍ଜୁନ ନାମଧ୍ୟେୟ ଧଳାବାଘକୁ ଗୋଟିଏ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ…
Read More...

ଭାରତରେ ରିଲିଜ୍ ହେବ ‘ଦ କନ୍ଜୁରିଙ୍ଗ୍: ଡେଭିଲ୍ ମେଡ୍ ମି ଡୁ ଇଟ୍’

ନୂଆଦିଲ୍ଲୀ : ଦ କନ୍ଜୁରିଙ୍ଗ୍: ଡେଭିଲ୍ ମେଡ୍ ମି ଡୁ ଇଟ୍ ହଲିଉଡ୍ ବକ୍ସ ଅଫିସରେ ହିଟ୍ ହୋଇଛି ଏବଂ ବର୍ତ୍ତମାନ ଏହା ଭାରତରେ ଧମାକା କରିବାକୁ ଯାଉଛି । ଏହି ହରର୍ ଫିଲମ୍ ଆସନ୍ତା ମାସରେ ଭାରତରେ ରିଲିଜ୍ ହେବାକୁ ଯାଉଛି । ଭାରତରେ କରୋନା ସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିବା ସହ ପ୍ରେକ୍ଷାଳୟ…
Read More...

ଦଳକୁ ଫେରିବା ପରେ ଏବେ ମିଶନରେ ମୁକୁଲ, ଲେନ୍ସରେ ବିଜେପି ବିଧାୟକ ଓ ସାଂସଦ

କୋଲକାତା ୧୬।୬: ପଶ୍ଚିମବଙ୍ଗରେ ବିଜେପିର ସବୁ ଚାଲ ଏବେ ଓଲଟା ପଡୁଛି। ଗତ ବିଧାନସଭା ନିର୍ବାଚନରୁ ପାଇଥିବା ସଫଳତାକୁ ସିନ୍ଦୁକରେ ପୁରେଇ ରଖିବାକୁ କେନ୍ଦ୍ର ଓ ରାଜ୍ୟ ବିଜେପି ବୁଣୁଥିବା ଜାଲ ବି ଛିଣ୍ଡିଛିଣ୍ଡି ଯାଉଥିବା ଆକଳନ କରାଗଲାଣି। ନିଜ ଦଳକୁ ମୁକୁଲ ରାୟ ଫେରିବା ଏବେ ବିଜେପି  ଲାଗି…
Read More...

ଜବତ ହେଲା କୋଟି କୋଟି ଟଙ୍କାର ସୁନା

ଉତ୍ତରପ୍ରଦେଶର ନୋଏଡ଼ାରେ ପୋଲିସ ଏକ ଦଶ ମାସ ପୁରୁଣା ଚୋରିର ଖୁଲାସା କରିଛି l ସହର ପାଖରେ ଥିବା ଏକ ସୋସାଇଟିରୁ ଚୋରମାନେ ହଜାର ବା ଲକ୍ଷ ନୁହେଁ ବରଂ କୋଟି କୋଟି ଟଙ୍କାର ସୁନା ଏବଂ ବିଭିନ୍ନ ଦସ୍ତାବିଜ ଚୋରି କରିନେଇଥିଲେ l କୁହାଯାଉଛି ଯେ ଚୋର ମାନେ ଯେଉଁ ଧନ ସବୁ ଚୋରାଇ ଥିଲେ ସେଗୁଡିକ…
Read More...

ଭୁଲିଗଲେ ସାମାଜିକ ଦୂରତା, କାହାରି ମୁହଁରେ ନଥିଲା ମାସ୍କ

ନୂଆଦିଲ୍ଲୀ୧୨/୬ : କରୋନାକୁ ରୋକିବା ପାଇଁ ଦୁଇଟି ପ୍ରଭାବଶାଳୀ ଉପାୟ ହେଉଛି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା । କିନ୍ତୁ ଯେତେବେଳେ ଜୀବନର ସଂଗ୍ରାମ କଥା ଆସେ, ସେତେବେଳେ କରୋନାରୁ ରକ୍ଷା କରିବା ପାଇଁ ନିର୍ଦ୍ଦେଶଗୁଡ଼ିକ ଲୋକେ ପଛରେ ପକାଇଦିଅନ୍ତି । ବା ନିର୍ଦ୍ଦେଶକୁ…
Read More...

କରୋନା ଟିକାର ଦ୍ୱିତୀୟ ଡୋଜ ନେବା ପରେ ବରିଷ୍ଠଙ୍କ ଶରୀରରେ ଲାଗି ରହୁଛି ଲୁହା ସାମଗ୍ରୀ

ମହାରାଷ୍ଟ୍ର ୧୧/୬: ନାସିକ୍ ଜିଲ୍ଲାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠାରେ ଏକ ପରିବାର ଦାବି କରିଛନ୍ତି ଯେ କରୋନା ଟିକା ଦ୍ୱିତୀୟ ଡୋଜ ନେବା ପରେ ସେମାନଙ୍କ ପରିବାରର ଜଣେ ବୃଦ୍ଧଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ୍ନ ହୋଇଛି । ଏହାର ମାତ୍ରା…
Read More...

ଏଟିଏମରୁ ଟଙ୍କା ଉଠାଣ ନେଇ RBIର ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ ୧୧/୬ : ଏଟିଏମ୍ କାରବାର ସହ ଜଡିତ ନିୟମରେ ପରିବର୍ତ୍ତନ ଆଣିବାକୁ ଅନୁମତି ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବର୍ତ୍ତମାନ ଜାନୁୟାରୀ ୧, ୨୦୨୨ରୁ, ନିର୍ଦ୍ଧାରିତ ସୀମାଠାରୁ ଅଧିକ ସମୟ ଟଙ୍କା ଉଠାଇଲେ ଦେବାକୁ ପଡିବ ଅଧିକ ଦେୟ । ପ୍ରତି କାରବାର ପାଇଁ ୨୦ ଟଙ୍କା ବଦଳରେ ୨୧…
Read More...

‘ସ୍କୁଲ୍ ଅଫ୍ ରକ୍’ ଅଭିନେତା କେଭିନ କ୍ଲାର୍କଙ୍କ ସଡକ ଦୁର୍ଘଟଣାରେ ଦେହାନ୍ତ

ମୁମ୍ବାଇ ୨୭/୦୫: ଅଭିନେତା କେଭିନ କ୍ଲାର୍କଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଦୁଃଖଦ ଖବର । ସଡକ ଦୁର୍ଘଟଣା ହେତୁ କେଭିନ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଏହି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନଙ୍କ ଠାରୁ ଷ୍ଟାର୍ ପର୍ଯ୍ୟନ୍ତ କେଭିନଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ…
Read More...