ଫେବ୍ରୁଆରିରେ ଭାରତ ଆସିବେ ଟ୍ରମ୍ପ୍
ନୂଆଦିଲ୍ଲୀ: ଫେବ୍ରୁଆରି ମାସର ଶେଷ ଆଡକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି। ଏହା ଟ୍ରମ୍ପ୍ଙ୍କର ପ୍ରଥମ ଭାରତ ଗସ୍ତ ହୋଇଥିବାବେଳେ,ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।…
Read More...
Read More...