ବାଲୁଗାଁ ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଚଳନ୍ତା ଅବସ୍ଥାରେ ଟ୍ରକ ପଛକୁ ଧକ୍କା ଦେଲା ବସ
ଚିଲିକା/ ଦିବ୍ୟକାନ୍ତ ବେହେରା : ମାଲକାନାଗିରିରୁ ଭୁବନେଶ୍ଵର ଆସୁଥିବା ଘରୋଇ ଭଲଭୋ ବସ ରିଲାଏନ୍ସର ଦୁର୍ଘଟଣା। ବାଲୁଗାଁ ୧୬ନଂ ଜାତୀୟ ରାଜପଥ ହରିକୁଣ୍ଡ ବରଡିଠାରେ ଚଳନ୍ତା ଅବସ୍ଥାରେ ଟ୍ରକ ପଛକୁ ଧକ୍କା ଦେଇଛି ବସ୍। ଭୋର ୫ଟା୪୫ ମିନିଟ୍ ସମୟରେ ଦୁର୍ଘଟଣା ଘଟିଛି। ବସର ହେଲ୍ପର ସାମାନ୍ୟ…
Read More...
Read More...