ଆସନ୍ତାକାଲି କଂଗ୍ରେସକୁ ମିଳିବ ନୂଆ ସଭାପତି
ବ୍ୟୁରୋ:ଭାରତର ବରିଷ୍ଠ ଦଳ ତଥା ଜାତୀୟ କଂଗ୍ରେସ ପଲିଟିକ୍ସି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦଳର ସଭାପତି ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଚାଲିଥିଲା କଷରତ । ଗତକାଲି ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉଭୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଛି ।…
Read More...
Read More...