Browsing Tag

Narendra Modi

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ନୀତି ଆୟୋଗ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ବୈଠକ ବସିବାକୁ ଯାଉଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି, ଶିକ୍ଷା ଏବଂ ଅର୍ଥନୀତି ସହ ଜଡିତ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ରାଜ୍ୟର…
Read More...

ସୋସିଆଲ ମିଡିଆ ପ୍ରୋଫାଇଲରେ ରଖନ୍ତୁ ତ୍ରିରଙ୍ଗାର ଚିତ୍ର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମନ କୀ ବାତ ସମୟରେ ଦେଶର ଲୋକଙ୍କୁ ଅଗଷ୍ଟ ୨ ରୁ ୧୫ ମଧ୍ୟରେ ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗା" ରଖିବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ଅଗଷ୍ଟ ୧୩ ରୁ ୧୫ ପର୍ୟ୍ୟନ୍ତ 'ହର ଘର ତିରଙ୍ଗା' ଡ୍ରାଇଭ୍ ଆୟୋଜିତ…
Read More...

କଂଗ୍ରେସ ମୁକ୍ତ ଭାରତ ପରେ ବିରୋଧୀ ମୁକ୍ତ ଭାରତ ଆଡକୁ ଯାଉଛି କି ବିଜେପି ?

ନୂଆଦିଲ୍ଲୀ: କଂଗ୍ରେସ ମୁକ୍ତ ଭାରତ ପରେ ବିରୋଧୀ ମୁକ୍ତ ଭାରତ ଆଡକୁ ଯାଉଛି କି ବିଜେପି ଏନଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୋଆ କଂଗ୍ରେସରେ ବଡ ବିଭାଜନ ହେବାର ସମ୍ଭାବନା ଥିବାବେଳେ ହିମାଚଳ ଓ ଗୁଜୁରାଟ କଂଗ୍ରେସ ବିପଦରେ ରହିଛି। କଂଗ୍ରେସ ମୁକ୍ତ ଭାରତ ପରେ ବିରୋଧୀ ମୁକ୍ତ ଭାରତ…
Read More...

୮ ବର୍ଷରେ ଅନେକ ବଦଳଛି ମୋଦିଙ୍କ ବିଜେପି

ନୂଆଦିଲ୍ଲୀ: ୨୦୧୪ରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। କାରଣ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପିରେ ଆମଦାନୀ ନେତାଙ୍କୁ ମୋବିଲିଟି, ଫ୍ଲେକ୍ସିବିଲିଟି ଓ ଓପରଚ୍ୟୁନିଟି ପ୍ରଦାନ…
Read More...

ଅମୃତ ମହୋତ୍ସବ ଲାଗି ସ୍ୱତନ୍ତ୍ର ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଆଜାଦୀ କା ଅମୃତ ମହୋତ୍ସବର କାର୍ଯ୍ୟକ୍ରମ ଲାଗି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ମୁଦ୍ରା ସହିତ ଜନସମର୍ଥ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଯାହା ୧୨ଟି ସରକାରୀ ଯୋଜନାର କ୍ରେଡିଟ୍ ଲିଙ୍କ୍ ପୋର୍ଟାଲ ବୋଲି ଜଣାପଡିଛି । ମୁଦ୍ରାର ଅକ୍ଷର ଗୁଡିକୁ ବ୍ରେଲିରେ…
Read More...

୨୦୨୨-୨୩ ବଜେଟ୍‌, ଶସ୍ତା ହେବ ଚାର୍ଜର ଓ ଫୋନ

ନୂଆଦିଲ୍ଲୀ: ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ଭାଇରସ୍ ପାଣ୍ଡମେକ୍ ଯୁଗରେ ଏହି ବଜେଟ୍ ଉପସ୍ଥାପିତ ହୋଇଛି । ଏହା ହେଉଛି ଅର୍ଥମନ୍ତ୍ରୀ ସୀତାରମଣଙ୍କ ଚତୁର୍ଥ ବଜେଟ୍ । ଏହି ବଜେଟ୍ ରେ ସବୁ ଦିଗକୁ ଗୁରୁତ୍ୱ…
Read More...

ରାଜ୍ୟସଭାରେ ଉପସ୍ଥିତ ରହୁନାହାନ୍ତି ବିଜେପି ସାଂସଦ ମୋଦି ଖପ୍ପା

ନୂଆଦିଲ୍ଲୀ: ସୋମବାର ଦିନ ରାଜ୍ୟସଭାରେ ଏକ ବିଲ ଆଗତ ବେଳେ କିଛି ବିଜେପି ସାଂସଦ ଅନୁପସ୍ଥିତ ରହିବା ଘଟଣାକୁ ନେଇ ଖପ୍ପା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାରଣ ମୋଦୀ ଦଳର ସାଂସଦମାନଙ୍କୁ ଗୃହରେ ସର୍ବଦା ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥାନ୍ତି । ଗୃହରେ ଏକ ଗୁରୁତ୍ବପୂର୍ଣ୍ଣ…
Read More...

କିଷାନ ସମ୍ମାନ ନିଧିର ୯ମ କିସ୍ତି, କୃଷକଙ୍କ ପାଇଲେ ୧୯,୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ସୋମବାର ୨୦୦୦ଟଙ୍କା ଲେଖାଏଁ ଚାଷୀ ଭାଇମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଇଛି। ସୋମବାର ଦିନ ୧୨ଟା ୩୦ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ…
Read More...

ହ୍ରାସ ପାଉଛି ଜନପ୍ରିୟତା ; ମୋଦୀ ସରକାରଙ୍କ ତିନି ଦିନିଆ ବୈଠକ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଆଗାମୀ ତିନି ବର୍ଷ ପାଇଁ ଶାସନ ଓ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟ ସମୀକ୍ଷା ଉପରେ ଚର୍ଚ୍ଚା ସହିତ ତଦାରଖ କରିବା ପାଇଁ ତିନିଦିନ ଧରି ଗଠିତ ହୋଇଥିବା ମନ୍ତ୍ରୀପରିଷଦ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୪ ପରଠାରୁ ମୋଦୀ ସରକାର…
Read More...

ନାମ ବଦଳିଗଲେ ଅବସ୍ଥା ବଦଳିଯିବ କି ?

ନୂଆଦିଲ୍ଲୀ :  ଆଗ୍ରାର ନାମ ବଦଳାଇ ଅଗ୍ରବନ ହୋଇପାରିବ । ତାଜମହଲର ନାମ ବଦଳାଇ ତେଜ ମହଲ ହୋଇପାରିବ । ଏମିତି ଅନେକ ମେସେଜ କେତେବେଳେ ହ୍ୱାଟଆପରୁ ଫରୁଆର୍ଡ ହେଉ ହେଉ ସରକାରଙ୍କର ପ୍ରାଥମିକତା ପାଲଟିଯାଏ । ଆଜି କାଲି ସହରର ନାମ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ନାମ , ସ୍ଥାନର ନାମ ପାଖରୁ…
Read More...