Browsing Tag

Narendra Modi

ପୋଲିସ କର୍ମୀଙ୍କ ସହ ଡିନର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପୋଲିସ କର୍ମୀଙ୍କ ସହ ଡିନର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ର ସଫଳ ଆୟୋଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମ୍ରେ ପୋଲିସ, ପାରାମିଲିଟାରୀ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହିତ ରାତ୍ରି ଭୋଜନକରିଛନ୍ତି । ପିଏମ୍ ମୋଦି ଭାରତ ମଣ୍ଡପମ୍ରେ ପହଞ୍ଚିବା…
Read More...

ମହିଳା ବିଲ ପାର ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇଲେ ମହିଳା ସାଂସଦ

ସଂସଦରେ ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ମହିଳା ସାଂସଦଙ୍କ ସହ ଫଟୋ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହିଳା ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିଲ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଯାହାର ଫଟୋ ଭିଡିଓ ଏବେ ସମ୍ନାକୁ ଆସିଛି । ମୋଦୀଙ୍କ ସହ ୩୦ରୁ ଅଧିକ…
Read More...

ମୋଦିଙ୍କୁ ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମେକ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରେତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଭଲ କାମ କରୁଛନ୍ତି । ଭ୍ଲାଡିଭୋଷ୍ଟୋକରେ ଅଷ୍ଟମ ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମ୍ (EEF) ରେ ଜଣେ…
Read More...

ପ୍ରଧାନମନ୍ତ୍ରୀ ସିଟ ଫଳକରେ ଇଂରାଜୀରେ ‘ଭାରତ’ ଲୋଖାଯାଇଛି

ଇଣ୍ଡିଆ ନୁହେଁ ଚିହ୍ନଟ ହେଲା ଭାରତ । ଜି-୨୦ ମଞ୍ଚରୁ ଭାରତ ବାର୍ତ୍ତା । ପ୍ରଧାନମନ୍ତ୍ରୀ ସମ୍ବୋଧନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ସିଟରେ ବସିଛନ୍ତି ସେଠାରେ ଥିବା ଫଳକରେ ଇଂଗ୍ରାଜୀରେ ଭାରତ ଲେଖାଯାଇଛି । ପୂର୍ବରୁ ବିଭିନ୍ନ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସିଟ୍ ଫଳକରେ…
Read More...

ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡିଂ ସ୍ଥାନକୁ ‘ଶିବ ଶକ୍ତି’, ଚନ୍ଦ୍ରଯାନ -୨ କ୍ରାସ ହହୋଇଥିବ ସ୍ଥାନକୁ ‘ତ୍ରିରଙ୍ଗା ପଏଣ୍ଟ’ନାଁ…

ବେଙ୍ଗାଲୁର :ଇସ୍ରୋ କଣ୍ଟ୍ରୋଲ କମ୍ପେଲକ୍ସ ବୈଜ୍ଞାନିକମାନଙ୍କ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଏହି ସମୟରେ ଏକ ବଡ ଘୋଷଣା କରିଛନ୍ତି ।  ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିଛି ସେ ସ୍ଥାନକୁ ‘ଶିବଶକ୍ତି’ ଏବଂ ଯେଉଁ ସ୍ଥାନରେ ଚନ୍ଦ୍ରଯାନ -୨…
Read More...

ବ୍ରିକ୍ସ ସମ୍ମିଳନୀ ରେ ତ୍ରିରଙ୍ଗାକୁ ଉଠାଇ ପକେଟରେ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆ ଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଚାଲିଥବବା ୧୫ ତମ ବ୍ରିକ୍ସ ସମ୍ମିଳନୀ ରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ମିଳନୀର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ଦେଶର ନେତାମାନଙ୍କୁ ସମ୍ବୋଧିତ କରି…
Read More...

ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ବିଜନେସକୁ ମମ୍ବୋଧିତ କରି କହିଛନ୍ତି ଯେ, ଭାରତ ବିଶ୍ୱର ଗ୍ରୋଥ ଇଞ୍ଜିନ ହେବ । ଏହା ସହ ୫ ଟ୍ରିଲିୟନର ଅର୍ଥନୀତି ହାସଲ କରିବ ।…
Read More...

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

ନୂଆଦିଲ୍ଲୀ: ସାରା ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ ଦେଶ ବାସିଙ୍କୁ ସମ୍ବୋଧିତ କରିକହିଛନ୍ତି ଯେ, ଦେଶବାସୀ ମୋ ପରିବାର ଜନ । “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା…
Read More...

ଲୋକମାନ୍ୟ ତିଲକ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଣେ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଜାତୀୟ ପୁରସ୍ମାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ଉପସ୍ତିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ମଞ୍ଚାସୀନ…
Read More...

କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୧୪ତମ କିସ୍ତି ପ୍ରଦାନ କଲେ ନରୋନ୍ଦ୍ର ମୋଦୀ

ନୂଆ ଦିଲ୍ଲୀ :ଆଜି କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୧୪ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ । ଦେଶର ୮କୋଟି ୫୦ଲକ୍ଷ କୃଷକ ପରିବାରର ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଇଛି । ଏଥିରେ କୃଷକଙ୍କ ପାଖକୁ ୧୭ ହଜାର ଟଙ୍କା ପଠା ଯାଇଥିବା କୁହାଯାଉଛି ।…
Read More...