Browsing Tag

Narendra Modi

ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ବିମାନବନ୍ଦରରେ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ Narendra Modi ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ Tel Aviv ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ଵାଗତ ଜଣାଯାଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ Benjamin Netanyahu ଓ ତାଙ୍କ ପତ୍ନୀ Sara Netanyahu ବିମାନବନ୍ଦରକୁ ପହଞ୍ଚି ପିଏମ୍ ମୋଦୀଙ୍କୁ…
Read More...

ଶପଥ ନେବେ ତାରିକ ରହମାନ, ମୋଦିଙ୍କୁ ନିମନ୍ତ୍ରଣ କରିପାରେ ବାଂଲାଦେଶ

ବାଂଲାଦେଶର ଅଧ୍ୟକ୍ଷ ତାରିକ ରହମାନଙ୍କ ନେତୃତ୍ୱରେ ନବନିର୍ବାଚିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ସରକାର ଶପଥ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବାରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି। ଶପଥ ଗ୍ରହଣ ପୂର୍ବରୁ, ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ…
Read More...

“ବନ୍ଦେ ମାତରମ୍”କୁ ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ

ଜାତୀୟ ଗୀତ "ବନ୍ଦେ ମାତରମ୍"କୁ ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ ଦେବା ପାଇଁ ମୋଦି ସରକାର ଏକ ଆନୁଷ୍ଠାନିକ ପ୍ରୋଟୋକଲ୍ ପ୍ରସ୍ତୁତ କରିବାକୁ ବିଚାର କରୁଛନ୍ତି। ଭାରତୀୟ ସମ୍ବିଧାନ ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ଉଭୟକୁ ସମାନ ସମ୍ମାନ ଦିଏ। ଚଳିତ ମାସର ଆରମ୍ଭରେ ଗୃହ ମନ୍ତ୍ରଣାଳୟ ଦ୍ୱାରା…
Read More...

ଭାଜପା କାର୍ଯ୍ୟକାରୀ ଅଧକ୍ଷ ନୀତିନ ନବୀନ ହେବେ ନୂଆ ରାଷ୍ଟ୍ରିୟ ଅଧକ୍ଷ ।

ଆଜି ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତୀନ ନବୀନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ନୀତୀନ ନବୀନଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର କେ. ଲକ୍ଷ୍ମଣଙ୍କୁ ପ୍ରଦାନ କରିଛନ୍ତି।…
Read More...

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୈଶବାସୀଙ୍କୁ ଶୁଭେଚ୍ଛା…
Read More...

ମୋଦୀ ଓ ଶାହାଙ୍କ କୁଶ ପୁତ୍ତଳିକା ଜାଳିଲେ କଂଗ୍ରେସ କର୍ମୀ

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ସାମ ପିଟ୍ରୋଡାଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ୭୫୧ କୋଟି ଟଙ୍କାର ସମ୍ପତ୍ତି ହେରଫେର ମାମଲାର ଏକ ଚାର୍ଜସିଟର ଶୁଣାଣି କରି ସୁପ୍ରିମକୋର୍ଟ ଏକ କ୍ଲିନ୍ ଚିଟ୍ ଦେଇଛନ୍ତି । ଏହାରି ମଧ୍ୟରେ…
Read More...

ପୁଣି ଟାରିଫ୍ ବୋମା ପକେଇବେ କି ଟ୍ରମ୍ପ, ଦେଲେ ବଡ଼ ବୟାନ, ଏଥର ଚାଉଳ ପାଳି

ନୂଆଦିଲ୍ଲୀ: ଏବେ ଭାରତ ଆମେରିକା ଭିତରେ ସମ୍ପର୍କ ସେତେଟା ଭଲ ନାଇ । ଟ୍ରମ୍ପ ପ୍ରଶାସନ ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ବେଳେ ଏବେ ପୁଣିଥରେ ଟାରିଫ ବମ ପକାଇବାକୁ ଇସାରା ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ, ତାଙ୍କ…
Read More...

ଭବ୍ଯ ମୁହୁର୍ତ୍ତରେ ଅଦ୍ଵିତୀୟ ଦୃଶ୍ୟ, ମୋଦି କଲେ ଗୀତା ପାଠ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ କର୍ଣ୍ଣାଟକରେ ଗସ୍ତରେ ଯାଇଛନ୍ତି। ଉଡୁପିରେ ଚାଲିଥିବା ଜଗଦଗୁରୁ ଶ୍ରୀ ଶ୍ରୀ ସୁଗୁଣେନ୍ଦ୍ର ତୀର୍ଥ ସ୍ୱାମୀଜୀ ବିଶ୍ୱ ଗୀତା ପର୍ୟ୍ୟୟ ଲକ୍ଷ୍ୟ କଣ୍ଠ ଗୀତା ପାରାୟଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା। ଆଉ…
Read More...

ଦିଲ୍ଲୀ ବିସ୍ଫୋରଣ ପରେ ଭାରତ ଗସ୍ତ ବାତିଲ କଲେ ନେତାନ୍ୟାହୁ

ନୂଆଦିଲ୍ଲୀରେ ଘଟିଥିବା ବୋମା ବିସ୍ଫୋରଣ ପରେ ସୁରକ୍ଷା ଚିନ୍ତା ଯୋଗୁଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କର ଯୋଜନାବଦ୍ଧ ଭାରତ ଗସ୍ତ ବାତିଲ କରିଛନ୍ତି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା।…
Read More...

ଜୀବନ ବଞ୍ଚାଇଦେଲେ ମୋଦୀ, ଧନ୍ୟବାଦ ଜଣେଇଲେ ହାସିନାଙ୍କ ପୁଅ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କୁ ସୋମବାର ମୃତ୍ୟୁ ଦଣ୍ଡାଦେଶ ମିଳିଥିଲା। ଢାକାରେ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରବ୍ୟୁନାଲ୍‌) ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀସାବ୍ୟସ୍ତ କରିବାପରେ ତାଙ୍କୁ ହତ୍ୟା ମାମଲା‌ରେ ମୃତ୍ୟୁ ଦଣ୍ଡାଦେଶ…
Read More...